ରାମଲୀଲା ମୈଦାନରେ ଚାଷୀଙ୍କ ରଣହୁଙ୍କାର
Spread the love ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ରାମଲୀଳା ମୈଦାନରେ ପୁଣିଥରେ ଚାଷୀଙ୍କ ରଣହୁଙ୍କାର ଦେଖିବାକୁ ମିଳିବ। ଆଜି ଏଠାରେ ଅନୁଷ୍ଠିତ ହେବାକୁ ଥିବା ‘କିଷାନ ପଞ୍ଚାୟତ’ ପାଇଁ ଦେଶବ୍ୟାପୀ ବହୁ ସଂଖ୍ୟକ ଚାଷୀ ଏକତ୍ରିତ ହେବାର ଆଶା କରାଯାଉଛି। … Read More
