ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ ସାଗର କବଚ-୨ ଆରମ୍ଭ

Spread the love

Spread the loveପାରାଦୀପ: ପାରାଦୀପରେ ଦୁଇ ଦିନିଆ ମିଳିତ ସମରାଭ୍ଯାସ ସାଗର କବଚ-୧ ଆରମ୍ଭ । ଆଜି ସକାଳୁ ଜଳପଥ ସମେତ ସ୍ଥଳ ପଥରେ ସମରାଭ୍ୟାସ ଆରମ୍ଭ ହୋଇଯାଇଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଉପକୂଳର ସୁରକ୍ଷା ପାଇଁ ଉଭୟ … Read More

ଯୁଦ୍ଧ ପାଇଁ ଆସି ପାରୁନି ତେଲ ଟ୍ୟାଙ୍କର, ରାଜ୍ୟରେ ସୃଷ୍ଟି ହେଲାଣି ପେଟ୍ରୋଲ ସମସ୍ୟା

Spread the love

Spread the loveଭୁବନେଶ୍ୱର : ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ । ପେଟ୍ରୋଲ ନମିଳିବାରୁ ହଇରାଣ ହେଉଛନ୍ତି ଗାଡି ଚାଳକ। ଗତ ଦୁଇ ଦିନ ଧରି ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଳକମାନେ । ଏହାର ସିଧାସଳଖ … Read More

ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ

Spread the love

Spread the loveଭୁବନେଶ୍ବର : ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ । ଭୁବନେଶ୍ବର ଏୟାରପୋର୍ଟରୁ ୩ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ବର ଚାଲାଣବେଳେ ମାଡ଼ି ବସିଲା DR I । ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ରଖି … Read More

ସାମାନ୍ୟ ବଚସାରୁ ରୋଷେୟାଙ୍କ ତଣ୍ଟି କାଟିଲା ହେଲପର

Spread the love

Spread the loveଭୁବନେଶ୍ବର: ରାଜଧାନୀରେ ଥମୁନି ଅପରାଧ । ସାମାନ୍ୟ ବଚସାରୁ କଟିଲା ତଣ୍ଟି । ହୋଟେଲ ରୋଷେୟାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା ହେଲପର । ଭୁବନେଶ୍ବର ପଟିଆ ଷ୍ଟେସନ ନିକଟର ଅଭାବନୀୟ ଘଟଣା । ଗୁରୁତର ମିସ୍ତ୍ରୀ ହେଲେ … Read More

ଯୁଦ୍ଧବିରତି ନେଇ ଆଲୋଚନା ହୋଇନଥିବା କହିଲା ଇରାନ

Spread the love

Spread the love ନୂଆଦିଲ୍ଲୀ : ଟ୍ରମ୍ପଙ୍କୁ ଝଟକା  ! ଇରାନ ମନା କଲା ।  ଆମେରିକା ସହ କୌଣସି ସିଧାସଳଖ ଆଲୋଚନା ହୋଇନଥିବା କହିଛି ଇରାନ ।  ଇରାନର ବୈଦେଶିକ ମନ୍ତ୍ରୀ ଆମେରିକାର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ୱାଶିଂଟନ୍ … Read More

୪୧ ଦେଶରୁ ଭାରତ ଆମଦାନୀ କରୁଛି ଏନର୍ଜି : ପ୍ରଧାନମନ୍ତ୍ରୀ ମୋଦୀ

Spread the love

Spread the loveନୂଆଦିଲ୍ଲୀ: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ୨୪ଦିନରେ ପହଞ୍ଚିଛି। ଲୋକସଭାରେ ବଜେଟ ଅଧିବେଶନ ଚାଲିଛି। ଏହି ବୈଠକ ସମୟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମ ଏସିଆର … Read More

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବାରେ ଲାଗିଛି ଅତ୍ୟାବଶ୍ୟକ ସାମଗ୍ରୀ : ପୁଣି ହେବ ଲକ୍‌ଡାଉନ୍ !

Spread the love

Spread the love ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ମୂଳକ ପରିସ୍ଥିତି ହର୍ମୁଜ୍ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି।  ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି $୧୧୨ … Read More

୫ ଦିନ ପାଇଁ ଇରାନ ଉପରେ ଆକ୍ରମଣ ସ୍ଥଗିତ, ଘୋଷଣା କଲେ ଟ୍ରମ୍ପ

Spread the love

Spread the love ନୂଆଦିଲ୍ଲୀ: ୫ ଦିନ ପାଇଁ ସ୍ଥଗିତ ରହିଲା ଇରାନ ଉପରେ ଆକ୍ରମଣ ।  ସମସ୍ତ ପ୍ରକାର ସାମରିକ ଆକ୍ରମଣକୁ ଆମେରିକା ରଖିଲା ସ୍ଥଗିତ ।  ଏନେଇ ସୋସିଆଲ ମିଡିଆ ଟ୍ରୁଥରେ ଉଲ୍ଲେଖ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ … Read More

ତେହେରାନ ଉପରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍: ବିଦ୍ୟୁତ ସେବା ଠପ୍

Spread the love

Spread the loveନୂଆଦିଲ୍ଲୀ : ଅନ୍ଧାରରେ ଇରାନର ରାଜଧାନୀ । ! ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍ ପରେ ଥରିଲା ତେହେରାନ । ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମାମାଡ଼! । ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର । … Read More

ନ୍ୟୁୟର୍କର ଲାଗାର୍ଡିଆ ବିମାନ ବନ୍ଦରରେ ଭୟଙ୍କର ଦୁର୍ଘଟଣା, ୪ ଆହତ

Spread the love

Spread the loveନୂଆଦିଲ୍ଲୀ: ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ନ୍ୟୁୟର୍କର ଲାଗାର୍ଡିଆ ବିମାନବନ୍ଦରରେ ଟ୍ରକ ସହ ଧକ୍କା ହେଲା ଏୟାର କାନାଡା ଏକ୍ସପ୍ରେସ ବିମାନ। ଏକ ଅଗ୍ନିଶମ ଗାଡ଼ି ସହିତ ଧକ୍କା ହୋଇଥିବା ଜଣାପଡ଼ିଛି । … Read More