ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’ର ୩୦ ହଜାର କର୍ମଚାରୀଙ୍କୁ ଛଟେଇ, ୧୨ହଜାର ଭାରତୀୟ ପ୍ରଭାବିତ

Spread the love

Spread the loveଆମେରିକା : ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’କର୍ମଚାରୀଙ୍କୁ କଲା ଛଟେଇ । କମ୍ପାନୀ ବିଶ୍ୱ ସ୍ତରରେ ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ୪୦%ରୁ ଅଧିକ ରହିଛି । ଏଥିରେ ୧୨୦୦୦ ଭାରତୀୟ … Read More

ବୀର ବିକ୍ରମ ଯାଦବ ହେଲେ ଡିଜିସିଏର ନୂଆ ଡିଜି

Spread the love

Spread the loveନୂଆଦିଲ୍ଲୀ : ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ଡିଜିସିଏର ଡିଜି ଭାବେ ନିଯୁକ୍ତ କରାଯାଇଛି । ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଏନେଇ ଅନୁମୋଦନ ହୋଇଛି । ଏୟାର ଟ୍ରାଫିକ୍, ବିମାନ ବାତିଲ ଏବଂ ଯାତ୍ରୀଙ୍କ … Read More

ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

Spread the love

Spread the loveରୁଷ : କ୍ରିମିଆରେ ରୁଷୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ୨୯ ଜଣଙ୍କର ମୃତ୍ୟୁ ହୋଇଛି । TASS ବୁଧବାର ରିପୋର୍ଟ ଅନୁସାରେ, ବିମାନରେ ୨୩ ଜଣ ଯାତ୍ରୀ ଏବଂ ଛଅ ଜଣ କ୍ରୁ ସଦସ୍ୟ ଥିଲେ । ରୁଷୀୟ … Read More

ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ

Spread the love

Spread the love ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ଭିସା ଆବେଦନ କେନ୍ଦ୍ର ଉଦଘାଟିତ ।  ବରମୁଣ୍ଡାରେ BSABTରେ ଭିସା ଆବେଦନ କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ପୂର୍ବରୁ ରାଜ୍ୟବାସୀଙ୍କୁ ଏହି ସେବା ପାଇଁ କୋଲକାତା, ଦିଲ୍ଲୀ, ହାଇଦ୍ରାବାଦ … Read More

ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ

Spread the love

Spread the love ଭୁବନେଶ୍ୱର : ଆଜିଠାରୁ ପେଟ୍ରୋଲ ପମ୍ପରେ E 20 ପେଟ୍ରୋଲ ବାଧ୍ୟତାମୂଳକ ।  ପୂର୍ବରୁ E10 ପେଟ୍ରୋଲ ବିକ୍ରି ହେଉଥିଲା ।  ପେଟ୍ରୋଲରେ ଅଧିକ ପରିମାଣର ଇଥାନଲ ମିଶାଗଲେ, ଧୀରେ ଧୀରେ ପେଟ୍ରୋଲ ନିର୍ଭରଶୀଳତା କମିଯିବ ।  ମଧ୍ୟପ୍ରାଚ୍ୟରୁ … Read More

୭ ଦିନ ବଢ଼ିଲା ଖରିଫ ଧାନ କିଣା ଅବଧି

Spread the love

Spread the love ଭୁବନେଶ୍ୱର :  ବଢ଼ିଲା ଧାନ କିଣା ଡେଡଲାଇନ  ।  ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର ।  ଚାଷୀଙ୍କ ଟୋକନ ଯେପରି ଲ୍ୟାପ୍ସ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି ।  ମାର୍ଚ୍ଚ … Read More

ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

Spread the love

Spread the loveଭୁଵନେଶ୍ୱର : ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଲେଖି, ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛ ନ୍ତି। … Read More

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ, ୪ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

Spread the love

Spread the loveଭୁବନେଶ୍ୱର : ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ … Read More

ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ୧୬ତମ ଜାତୀୟ ଜନଗଣନା

Spread the love

Spread the loveଭୁବନେଶ୍ୱର : ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା । ୧୫ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ । ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା … Read More

ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ, ୧୦ ଘଣ୍ଟା ଖୋଲିବ ପ୍ରାଣୀ ଉଦ୍ୟାନ

Spread the love

Spread the loveବାରଙ୍ଗ : ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ । ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତ୍ତନ କରାଯାଇଛି । … Read More