ଜୁନ୍ ୩୦ ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତି

Spread the love

Spread the loveଭୁବନେଶ୍ବର : ବୋର୍ଡ ଏବଂ ନିଗମରେ ଅଧ୍ୟକ୍ଷ ପଦ ଖାଲି ରହିଛି । ଏହି ପଦ ପୂରଣ କରିବାକୁ ସରକାର ପଦକ୍ଷେପ ନେଇଛନ୍ତି । ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ଦିଆଯାଇଛି। ନୂଆ ସରକାର … Read More

ତାଣ୍ଡବ ରଚିଲା କାଳବୈଶାଖୀ, ଟ୍ରେଡ୍ ଫେୟାରରେ ୨୦୦ ରୁ ଅଧିକ ଷ୍ଟଲ କ୍ଷତିଗ୍ରସ୍ତ

Spread the love

Spread the love ଭୁବନେଶ୍ବର : ଭୁବନେଶ୍ବର ଜନତା ମୈଦାନରେ ବ୍ୟାପକ ଧ୍ବଂସଲୀଳା କରିଛି କାଳବୈଶାଖୀ। ଛାରଖାର ହୋଇ ଯାଇଛି ଟ୍ରେଡ୍ ଫେୟାର ।  ଜନତା ମୈଦାନରେ ଚାଲିଥିବା ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼। ମେଳା ପରିସରରେ ଲାଗିଥିବା ଅନେକ … Read More

ଚାଲିଛି ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ, ୬୦ ବର୍ଷ ଟପିଲେ ଭତ୍ତା ପୋର୍ଟାଲକୁ ଆପେ ଯିବ ନାଁ

Spread the love

Spread the love ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ ହେଉଛି  ।  ଯାହା ପାଖରେ ଦକ୍ଷତା ଥିବ ଏଆଇ ଆଧାରରେ ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରାଯିବ ।   ଏହା … Read More

ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ, ୮ ଗିରଫ

Spread the love

Spread the love ରାୟଗଡା : ବାଘ ଛାଲ ଜବତ, ୮ ଗିରଫ ।  ବାଘ ଛାଲ ଡିଲ୍ ବେଳେ ମାଡ଼ି ବସିଲା ବନ ବିଭାଗ ।  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବନାଞ୍ଚଳ ଅଧିନରେ ଥିବା ରିବଲକଣାରେ ବନ ବିଭାଗ ପକ୍ଷରୁ ଚଢାଉ … Read More

ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼

Spread the love

Spread the love ଭୁବନେଶ୍ୱର  :  ଅସହ୍ୟ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି ।  ଭୁବନେଶ୍ବରରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ।  କୁଆପଥର ବର୍ଷା ଯୋଗୁ ଗରମରୁ ମିଳିଲା ସାମାନ୍ୟ ଆଶ୍ବସ୍ତି।  ରାଜଧାନୀରେ ତାଣ୍ଡବ ରଚିଲା କାଳବୈଶାଖୀ ।  ପବନରେ … Read More

ସର୍ପାଘାତରେ ଚାଲିଗଲା ୨ ଜୀବନ

Spread the love

Spread the loveଅନୁଗୋଳ: ସାପ କାମୁଡ଼ାରେ ଦୁଇ ମୃତ। ଅନୁଗୋଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ପୃଥକ ପୃଥକ ସ୍ଥାନରେ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ । ପୋକତୁଙ୍ଗା ଷଣ୍ଢଛକ ସାହିରେ ସାପ କାମୁଡାରେ ଜଣେ ମହିଳା ମୃତ । ଶରଧାପୁର ପଞ୍ଚାୟତ … Read More

ବୃଦ୍ଧାକୁ ଦଳି ଦେଲା ହାତୀ

Spread the love

Spread the loveବଣାଇ: ଶୌଚ କରିବାକୁ ଯାଉଥିବା ବେଳେ ସାମ୍ନାକୁ ଆସିଲା ହାତୀ । ନିର୍ମମ ଭାବେ ବୃଦ୍ଧାଙ୍କୁ ମାରିଲା । ରାଉରକେଲା ବନଖଣ୍ଡର ବାଙ୍କି ବନାଞ୍ଚଳ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଛଅ ଟିକିଆ ହାତୀ ଦଳ ଆସିଥିବା ବେଳେ … Read More

ITDA ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଏକକାଳୀନ ୯ଟି ସ୍ଥାନରେ ରେଡ୍

Spread the love

Spread the loveଭୁବନେଶ୍ବର: ITDA ଯନ୍ତ୍ରୀଙ୍କ ବିଲଡିଂ ନିଶା । ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ କଟକ ଭିଜିଲାନ୍ସର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ … Read More

ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଚାଲିଗଲା ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଜୀବନ

Spread the love

Spread the loveଭଞ୍ଜନଗର: ଭଞ୍ଜନଗରରେ ଘଟିଛି ବଡ଼ ଅଘଟଣ । ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲେ ହେଲେ ଜୀବନ ଚାଲିଯିବ ବୋଲି ଜାଣିନଥିଲେ । ଏକଥା ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା … Read More

ବଜ୍ରାଘାତରେ ଦମ୍ପତିଙ୍କ ମୃତ୍ୟୁ

Spread the love

Spread the love ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମରେ ବଜ୍ରାଘାତରେ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ ବାଣେଶ୍ୱର ନାଏକ(୫୮) ଓ ତାଙ୍କ ସ୍ତ୍ରୀ ସଞ୍ଜୁଲତା ନାଏକ(୫୦)।         … Read More