ଜ୍ବରରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହେଲେ; ଶ୍ରୀନଅରରେ ପହଞ୍ଚିଲା ଖବର

Spread the love

Spread the loveପୁରୀ: ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଶ୍ରୀନଅରରେ ପହଞ୍ଚିଛି। ଆଜି ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର … Read More

ବଢ଼ିଲା ସୁବର୍ଣ୍ଣରେଖା -୪ଟି ବ୍ଲକର ୧୩୫ ଗାଁ ପ୍ରଭାବିତ

Spread the love

Spread the loveବାଲେଶ୍ବର : ଓଡ଼ିଶାରେ ସେଭଳି ବଡ଼ ବର୍ଷା ନାହିଁ। ମାତ୍ର ପଡୋଶୀ ଝାଡ଼ଖଣ୍ଡ ପାଣି ଛାଡ଼ିଦେବାରୁ ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟା​‌େ​‌ରଜରୁ ହଠାତ … Read More

ଜୁଲାଇ ୧୫ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ

Spread the love

Spread the loveଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ (ପ୍ରଥମରୁ ଅଷ୍ଟମ ଶ୍ରେଣୀ … Read More

ପିଜିଆଇ ରିପୋର୍ଟ; ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ଓଡ଼ିଶା

Spread the love

Spread the loveଭୁବନେଶ୍ବର: ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାର ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଶିକ୍ଷାର ପ୍ରବେଶ ଏବଂ ଶିକ୍ଷଣ ଫଳାଫଳରେ ଉନ୍ନତି ପରିଲକ୍ଷିତ ହୋଇଛି। ୨୦୨୨-୨୩ ଏବଂ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ … Read More

ପ୍ରେମୀ ଜୋଡା ସ୍ଥାନ ଭାବେ ବେଶ ପରିଚିତ ଥିଲା ଗୋପାଳପୁର ଗଣଦୁଷ୍କର୍ମ ଅଞ୍ଚଳ

Spread the love

Spread the loveଗୋପାଳପୁର: ଗୋପାଳପୁରକୁ ସାରା ଭାରତ ତଥା ବିଶ୍ବରେ ନିନ୍ଦିତ କରିଥିବା ଘଟଣା ନେଇ ଏବେ ନୂଆ ତଥ୍ୟ ଲୋକଲୋଚନକୁ ଆସିବାରେ ଲାଗିଛି। ଏହି ଅଞ୍ଚଳ ବିଭିନ୍ନ ସ୍ଥାନରୁ ଆସୁଥିବା ପ୍ରେମୀ ଜୋଡାଙ୍କ ଏକ ଲଭର୍ସ ପଏଣ୍ଟ ଭାବେ ବେଶ … Read More

ରଥଯାତ୍ରାକୁ ସମ୍ପୂର୍ଣ୍ଣ ଭାବେ ଅଘଟଣ-ମୁକ୍ତ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ

Spread the love

Spread the loveପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ବୈଠକରେ ମୁଖ୍ୟମନ୍ତ୍ରୀ … Read More

ରଥଯାତ୍ରା: ଯାତ୍ରୀଙ୍କ ସୁବିଧା ପାଇଁ ପୁରୀକୁ ଚଳାଚଳ କରିବ ୩୬୫ ସ୍ବତନ୍ତ୍ର ଟ୍ରେନ୍‌

Spread the love

Spread the loveଭୁବନେଶ୍ବର/ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆସନ୍ତା ୨୭ ତାରିଖ ଦିନ ପୁରୀରେ ଅନୁଷ୍ଠିତ ହେବ | ଏହି ଉପଲକ୍ଷେ ରାଜ୍ୟ ଓ ରାଜ୍ୟ ବାହାରୁ ଭକ୍ତମାନଙ୍କର ପ୍ରବଳ ଜନସମାଗମ ହେବା ଆଶା କରାଯାଉଛି … Read More

ମୁମ୍ବାଇରେ ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

Spread the love

Spread the loveଭୁବନେଶ୍ୱର: ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ … Read More

ଇରାନ ଉପରେ ଆକ୍ରମଣ କରିବା ପାଇଁ ପାକିସ୍ତାନର ବାୟୁକ୍ଷେତ୍ର ବ୍ୟବହାର କରିଥିଲା ଆମେରିକା

Spread the love

Spread the loveଇସଲାମାବାଦ: ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣକୁ ନେଇ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକାର ବୋମାବର୍ଷୀ ବିମାନ ବି-୨ ଇରାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ମହାସାଗରରେ ଥିବା ଡିଏଗୋ ଗ୍ରାସିଆ ଦ୍ବୀପରୁ ବାହାରି … Read More

୧ରୁ ସବୁ ପୁରୁଣା ଗାଡ଼ିକୁ ଇନ୍ଧନ ମନା

Spread the love

Spread the loveନୂଆଦିଲ୍ଲୀ: ଦିଲ୍ଲୀରେ ଚଳାଚଳ କରୁଥିବା ସମସ୍ତ ପୁରୁଣା ଗାଡିଗୁଡିକୁ ଜୁଲାଇ ୧ରୁ ଇନ୍ଧନ ଭରିବାକୁ ସୁଯୋଗ ଦିଆଯିବ ନାହିଁ। ଜୀବନ ଅବଧି ଶେଷ (ଇଓଏଲ୍‌) ହୋଇଥିବା ଗାଡି, ଅର୍ଥାତ୍‌ ୧୦ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ବର୍ଷରୁ … Read More