ସଜହେଲା ନନ୍ଦିଘୋଷ ଉଠ କାଳିଆ – ସପନ ଭାଙ୍ଗୁ ଏଥର ନୀଳାଚଳିଆ : କାଳିଆର ଯାତ୍ରା ଲାଗି ସବୁ ପ୍ରସ୍ତୁତି ଶେଷ

Spread the love

Spread the loveପୁରୀ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୫ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହେବାରେ ଲାଗିଛି। ବଡ଼ଦାଣ୍ଡରେ ଗହଳି ବଢ଼ିବାରେ ଲାଗିଛି। ରଥଯାତ୍ରା ପୂର୍ବ ଦିନ ଅର୍ଥାତ ଆଜି ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ରାତି ପାହିଲା ବେଳକୁ … Read More

ଏମ୍ସ ଭୁବନେଶ୍ୱର ହେଲା ଭାରତର ଦ୍ୱିତୀୟ ଶ୍ରେଷ୍ଠ ଉଦୀୟମାନ ମେଡିକାଲ କଲେଜ

Spread the love

Spread the loveଭୁବନେଶ୍ୱର: ଉତ୍କର୍ଷତାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିବା ସହିତ, ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ ଭୁବନେଶ୍ବର, ପ୍ରତିଷ୍ଠିତ ଇଣ୍ଡିଆ ଟୁଡେ-ଏମଡିଆରଏ ମେଡିକାଲ କଲେଜ ସର୍ଭେ ୨୦୨୫ରେ ସମଗ୍ର ଦେଶରେ ଦ୍ୱାଦଶ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। … Read More

ସମ୍ବିଧାନ ହତ୍ୟା ଦିବସ-୨୦୨୫: ସ୍ବାଧୀନତା ସଂଗ୍ରାମୀଙ୍କ ପରି ଲୋକତନ୍ତ୍ର ସେନାନୀଙ୍କୁ ସମ୍ମାନ ମିଳିବ

Spread the love

Spread the loveଭୁବନେଶ୍ୱର: ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣାର ୫୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମ୍ବିଧାନ ହତ୍ୟା ଦିବସ ପାଳିତ ହୋଇଛି। ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ … Read More

ସାମୟିକ କର୍ମଚାରୀଙ୍କ କାର୍ଯ୍ୟାନ୍ତର ରାଶି ବୃଦ୍ଧି

Spread the love

Spread the loveଭୁବନେଶ୍ୱର,୨୬।୬: ଓଡ଼ିଶା ସରକାର ରାଜ୍ୟର ସାମୟିକ କର୍ମଚାରୀଙ୍କ ପାଇଁ କାର୍ଯ୍ୟାନ୍ତର ରାଶି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ଏବେ ସାମୟିକ କର୍ମଚାରୀମାନେ କାର୍ଯ୍ୟରୁ ଅବସର ଗ୍ରହଣ କରିବା ପରେ ଏକକାଳୀନ ୨.୫ ଲକ୍ଷ ଟଙ୍କା … Read More

ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ବର୍ଷିଲେ ଶଙ୍କରାଚାର୍ଯ୍ୟ

Spread the love

Spread the loveପୁରୀ,୨୬ା୬: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଗୁରୁବାର ପ୍ରବଳ ବର୍ଷିଛନ୍ତି ଗୋବର୍ଦ୍ଧନ ପୀଠ ମୁଖ୍ୟ ତଥା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ସେ କହିଛନ୍ତି, ଏହି ମନ୍ଦିରର ନିର୍ମାଣ ଧର୍ମୀୟ ଭାବନା ପାଇଁ ନୁହେଁ, ଆୟ ପାଇଁ ଏହା କରାଯାଇଛି। … Read More

ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌, ୨ ଅଟକ

Spread the love

Spread the loveପୁରୀ : ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌। ଗୁରୁବାର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ଏକ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଅନଧିକାର ଭାବେ ଉଡୁଥିବା ଏହି ଡ୍ରୋନକୁ ପୁଲିସ ଖସାଇ ଏହାକୁ ଜବତ କରିଛି। ଏଥିସହ … Read More

ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ- ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ୱର : ରାଜ୍ୟରେ ବିଭିନ୍ନ ସ୍ଥାନରେ ବନ୍ଦର, ଜେଟି ଓ ଅନ୍ୟାନ୍ୟ ଭିତ୍ତିଭୂମି ସ୍ଥାପନ କରି ଓଡିଶାରେ ସାମୁଦ୍ରିକ ବାଣିଜ୍ୟର ବିକାଶ ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର … Read More

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ବ୍ଲାକ୍‌ ବକ୍ସରୁ ମିଳିଲା ଡାଟା

Spread the love

Spread the loveଅହମ୍ମଦାବାଦ,୨୬ା୬: ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଏବଂ ୨୭୪ ଜଣଙ୍କ ମୃତ୍ୟୁ ହେବାର ପ୍ରାୟ ୧୫ ଦିନ ପରେ ସରକାର ଗୁରୁବାର ଘୋଷଣା କରିଛନ୍ତି ଯେ, ବିମାନର ଆଗ ବ୍ଲାକ୍‌ ବକ୍ସରୁ ଗୁରୁତ୍ୱପୂର୍ଣ୍ଣ ଉଡ଼ାଣ … Read More

ଶିରଡ଼ି ସାଇବାବା ମନ୍ଦିର ଦର୍ଶନ ପାଇଁ ନୂଆ ନିୟମ

Spread the love

Spread the loveଶିରଡି : ମହାରାଷ୍ଟ୍ରର ଶିରିଡିରେ ଥିବା ସାଇ ବାବାଙ୍କ ଦରବାରରେ ବର୍ଷତମାମ ଭକ୍ତଙ୍କ ଭିଡ଼ ଲାଗି ରହିଥାଏ। ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଥାନ୍ତି ସାଧାରଣ ଭକ୍ତ ଓ ଭିଆଇପି ଭକ୍ତ । ତେବେ ଅନେକ ସମୟରେ ଭିଆଇପି ଓ ଭିଭିଆଇପି … Read More

ପାଣି ଦିଅ ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ଭାରତକୁ ଏଭଳି ଧମକ ଦେଲେ ବିଲାୱଲ ଭୁଟ୍ଟୋ

Spread the love

Spread the loveନୂଆଦିଲ୍ଲୀ: ଯଦି ସିନ୍ଧୁ ନଦୀର ପାଣି ବନ୍ଦ କରାଯାଏ, ତେବେ ଆମେ ସମସ୍ତ ଛଅଟି ନଦୀକୁ କବଜା କରିବୁ, ଯୁଦ୍ଧରୁ ମଧ୍ୟ ପଛକୁ ହଟିବୁ ନାହିଁ…’ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ମୁଖ୍ୟ ଏବଂ ପୂର୍ବତନ ପାକ୍ ବୈଦେଶିକ … Read More