ଖାମଖିଆଲି ମନ୍ତବ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କୁ କଡ଼ା ନିନ୍ଦା କଲା ଜାପାନ

Spread the love

Spread the loveଟୋକିଓ : ଇରାନ ଉପରେ ଆମେରିକୀୟ ବିମାନ ଆକ୍ରମଣକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିରୋସିମା ଏବଂ ନାଗାସାକି ପରମାଣୁ ବୋମା ମାଡ଼ ସହିତ ତୁଳନା କରିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ନିନ୍ଦା କରିଛି ଜାପାନ। ୧୯୪୫ … Read More

ପ୍ରବଳ ବର୍ଷା ପାଇଁ ସତର୍କ କଲା ନଗର ଉନ୍ନୟନ ବିଭାଗ

Spread the love

Spread the loveଭୁବନେଶ୍ୱର,୨୭ା୬: ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା କରି ଗୃହ ଓ ନଗର ଉନ୍ନୟନ ବିଭାଗ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍‌ବି)କୁ ସତର୍କ କରିଛି। ଏଥିଜନିତ ସ୍ଥିତିର ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଜାରି କରିଛି। ବିଭାଗର … Read More

ଜୁନ ୩୦ରେ ଜନସାଧାରଣଙ୍କ ସମସ୍ୟା ଶୁଣିବେ ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ଜନସାଧାରଣଙ୍କ ସମସ୍ୟା ଶୁଣି ଏହାର ତ୍ୱରିତ ସମାଧାନ ଦିଗରେ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ଆସନ୍ତା ୩୦ ତାରିଖ(ସୋମବାର) ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୨, ଅଶୋକ ନଗର, ଭୁବନେଶ୍ୱରସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ … Read More

ସୁବର୍ଣ୍ଣ ଖଡ଼ିକାରେ ଛେରାପହଁରା କଲେ ଗଜପତି ମହାରାଜ

Spread the love

Spread the loveପୁରୀ : ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହୋଇଯାଇଛି। ରଥ ଉପରେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ … Read More

ଶ୍ରୀକ୍ଷେତ୍ର ଜନ ସମୁଦ୍ର : ନିର୍ବିଘ୍ନରେ ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

Spread the love

Spread the loveପୁରୀ : ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବଦିନବ୍ୟାପୀ ଯାତ୍ରା । ଶ୍ରୀକ୍ଷେତ୍ର ହୋଇଯାଇଛି ଜନସମୁଦ୍ର | ମହାପ୍ରଭୁଙ୍କ ପାଇଁ ପୁରୀରେ ପ୍ରବଳ ଭିଡ । ଭକ୍ତଙ୍କ ସମାଗମ ଦେଖି ଏମିତି ଲାଗୁଛି ସତେ ଯେମିତି ମହାପ୍ରଭୁଙ୍କ ଦର୍ଶନ ଲାଗି … Read More

ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ନବଯୌବନ ଦର୍ଶନ

Spread the love

Spread the loveଆଠଗଡ଼: ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ୧୫ ଦିନ ପରେ ଅଣସର ଘରୁ ବାହାରିଥିବା ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କୁ ଏହି ଅପରୂପ ବେଶରେ ଦର୍ଶନ … Read More

ଭୁବନେଶ୍ୱରରେ ଇସ୍କନ ରଥଯାତ୍ରା ପାଇଁ ଟ୍ରାଫିକ୍ କଟକଣା

Spread the love

Spread the loveଭୁବନେଶ୍ୱର: ଭୁବନେଶ୍ୱରର ଇସ୍କନ ମନ୍ଦିରର ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ଉତ୍ସବକୁ ଦୃଷ୍ଟିରେ ରଖି, କମିସନରେଟ୍ ପୁଲିସ ଭକ୍ତମାନଙ୍କ ପାଇଁ ସୁଗମ ଯାନବାହାନ ଚଳାଚଳ ଏବଂ ଅସୁବିଧାମୁକ୍ତ ଅଂଶଗ୍ରହଣ ସୁନିଶ୍ଚିତ କରିବା ପାଇଁ ଏକ ବିସ୍ତୃତ ଟ୍ରାଫିକ୍ … Read More

ଶାବର ଶ୍ରୀକ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି ଶେଷ : ସୁରକ୍ଷାରେ ୧୪ ପ୍ଲାଟୁନ ପୋଲିସ ଫୋର୍ସ

Spread the love

Spread the loveକୋରାପୁଟ : ଶୁକ୍ରବାର ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପବିତ୍ର ରଥଯାତ୍ରା ନେଇ କୋରାପୁଟ ଶାବର ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ୩ ରଥ ଏବଂ ବଡଦାଣ୍ଡ ପ୍ରସ୍ତୁତ ହୋଇ ରହିଥିବା ବେଳେ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଶେଷ … Read More

ମାଓବାଦୀଙ୍କ ସହିଦସ୍ତମ୍ଭକୁ ଧ୍ବଂସ କଲେ ଯବାନ

Spread the love

Spread the loveମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ନକ୍ସଲଙ୍କ ସହିଦସ୍ତମ୍ଭକୁ ଧ୍ବଂସ କରିଛନ୍ତି। ବିଜାପୁର ଜିଲ୍ଲାର ନେଲସନାର ଥାନା ଅଂଚଳରେ ଥିବା ଇନ୍ଦ୍ରାବତୀ ନଦୀ କୂଳରେ ଥିବା ଗ୍ରାମ ବାଙ୍ଗୋଲି ଗ୍ରାମ ନିକଟରେ ଯବାନମାନେ କମ୍ବିଂ ଅପରେସନ୍‌ରେ ଥିଲେ। … Read More

ଓଡ଼ିଶା ହେବ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ: ଅବକାରୀ ମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ନିଶା ନିବାରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଗଞ୍ଜେଇ ମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁବାର ଘୋଷଣା କରିଛନ୍ତି ଯେ, … Read More