ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତର ଯୋଜନା, ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପରେ ସାମରିକ ଘାଟୀ

Spread the love

Spread the loveନୂଆଦିଲ୍ଲୀ : ଆରବ ମହାସାଗରରେ ଚୀନ୍‌କୁ ଚେକ୍‌ ଦେବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଲାକ୍ଷାଦ୍ବୀପର ବିତ୍ରା ଦ୍ବୀପକୁ ଅଧିଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ପ୍ରତିରକ୍ଷା ଘାଟୀ ଭାବେ ବ୍ୟବହାର … Read More

ସୁନାବେଡା ଦୁର୍ଘଟଣାରେ ୩ ମୃତ, ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ୨୬ ନମ୍ବର ଜାତୀୟ ରାଜପଥର ସୁନାବେଡା ଟ୍ରାଫିକ ଛକ ଟିଟିଏସ୍ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସଫାରୀ ଗାଡ଼ି ସହ ସେଲେରିଓ … Read More

ପରଲୋକରେ ‘ଡନ୍’ ନିର୍ଦ୍ଦେଶକ, ୫୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଚନ୍ଦ୍ର ବାରୋଟ

Spread the love

Spread the loveବଲିଉଡର ଆଇକନିକ ଫିଲ୍ମ ‘ଡନ’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଗତ ସାତ ବର୍ଷ ଧରି ପଲମୋନାରୀ ଫାଇବ୍ରୋସିସ ରୋଗରେ ପୀଡିତ ଥିଲେ। ସେ … Read More

ବଳଙ୍ଗା ଥାନା ଘେରିଲେ ବିଜେଡି କର୍ମୀ, ଆନ୍ଦୋଳନ ବେଳେ ପୋଲିସ ସହ ଧସ୍ତାଧସ୍ତି

Spread the love

Spread the loveପୁରୀ : ବଳଙ୍ଗାରେ ବିଜେଡିର ବିକ୍ଷୋଭ । ବଳଙ୍ଗା ଥାନା ଘେରିଲେ ବିଜେଡି କର୍ମୀ ।  ଛାତ୍ରୀଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ ମାମଲାରେ ବଳଙ୍ଗା ଥାନା ଘେରିଲା ବିଜେଡି । ଆନ୍ଦୋଳନ ବେଳେ ପୋଲିସ ସହ ବିଜେଡି କର୍ମୀଙ୍କ … Read More

ବଳଙ୍ଗା ପୀଡିତାଙ୍କୁ ନ୍ୟାୟ ଦାବିରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

Spread the love

Spread the loveପୁରୀ: ପୁରୀ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ । ପିସିସିର ସାଧାରଣ ସମ୍ପାଦକ ୟାସିର ନବାଜଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ଆଇନମନ୍ତ୍ରୀ, … Read More

ଗତ ୫ବର୍ଷ ମଧ୍ୟରେ କୈଳାସ ପର୍ବତରେ ହେଉଥିବା ପରିବର୍ତ୍ତନ ବଡ଼ଚିନ୍ତାର କାରଣ ପାଲଟିଛି

Spread the love

Spread the loveନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି । ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର … Read More

OTET ପରୀକ୍ଷା ବନ୍ଦ ପରେ ନିରାଶ ହେଲେ ପରୀକ୍ଷାର୍ଥୀ

Spread the love

Spread the loveରାତି ଅଧିଆ ବନ୍ଦ ହେଲା ଓଟିଇଟି ପରୀକ୍ଷା । ନିରାଶ ହେଲେ ପରୀକ୍ଷାର୍ଥୀ । ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ସାରା ରାଜ୍ୟରେ ଆଜି ଅନୁଷ୍ଠିତ ହେବାର ଥିଲା ଏହି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । … Read More

ୟୁ.ଏଲ୍.ବି. ଗୁଡ଼ିକରେ ବିଚାରାଧୀନ ଅଭିଯୋଗଗୁଡ଼ିକର ସମାଧାନ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ

Spread the love

Spread the loveଭୁବନେଶ୍ବର: ନାଗରିକ-କୈନ୍ଦ୍ରିକ ସହରାଞ୍ଚଳ ଶାସନକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ରାଜ୍ୟର ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି) ଗୁଡ଼ିକରେ ସମସ୍ତ ବିଚାରାଧୀନ ଅଭିଯୋଗର ସମାଧାନ ପାଇଁ ଏକ “ଉତ୍ସର୍ଗୀକୃତ … Read More

ଇଣ୍ଡୋନେସିଆ : ଜାହାଜରେ ଅଗ୍ନିକାଣ୍ଡ, ଭୟରେ ସମୁଦ୍ରକୁ ଡେଇଁଲେ ଯାତ୍ରୀ

Spread the love

Spread the loveଜାକାର୍ତ୍ତା : ଇଣ୍ଡୋନେସିଆ ନିକଟସ୍ଥ ସମୁଦ୍ରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଜାହାଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ଯୋଗୁଁ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହୋଇଛି … Read More

ICC ରିପୋର୍ଟରେ ନାହିଁ ତାଳମେଳ, ସନ୍ଦେହ ଘେରରେ ସଦସ୍ୟ !

Spread the love

Spread the loveବାଲେଶ୍ୱର :  ICC ରିପୋର୍ଟ କଣ ଏମିତି ଥିଲା ଯେ ଛାତ୍ରୀ ସପକ୍ଷରେ ଯାଇନଥିଲା ।  କାହିଁକି ଛାତ୍ରୀ ଜଣକ ଆତ୍ମାହୁତି ଦେଇଦେଲେ କଲେଜ୍ ରୁ ନ୍ୟାୟ ନପାଇ । ଗୋଟିଏ ପଟେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଭାର … Read More