ପୁଣି ତଳମୁହାଁ ହେଲା ସେୟାର ମାର୍କେଟ; ସେନ୍ସେକ୍ସ ୭୦୦ ପଏଣ୍ଟ୍ ହ୍ରାସ
Spread the loveମୁମ୍ବାଇ: ଲଗାତାର ଭାବେ ସେୟାର୍ ବଜାର ହ୍ରାସ ହେବାରେ ଲାଗିଛି। ସେନ୍ସେକ୍ସ ୭୨୦ରୁ ଅଧିକ ପଏଣ୍ଟ୍ ହ୍ରାସ ପାଇଛି। ଯେତେବେଳେ କି ନିଫ୍ଟିରେ ୨୨୫ ପଏଣ୍ଟ୍ ହ୍ରାସ ପାଇଛି। ନିଫ୍ଟିରେ ୨୨୫ ପଏଣ୍ଟ୍ ହ୍ରାସ ପାଇ ୨୪୮୩୭ରେ ବନ୍ଦ୍ … Read More
