ଗୋଟିଏ ସପ୍ତାହରେ ୪ କ୍ବିଣ୍ଟାଲ ସୁନା କିଣିଲା ରିଜର୍ଭ ବ୍ୟାଙ୍କ

Spread the love

Spread the loveମୁମ୍ବାଇ : ଜୁନ୍ ୨୦୨୫ ଶେଷ ସପ୍ତାହରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ବିପୁଳ ପରିମାଣରେ ସୁନା କ୍ରୟ କରିଛି। ରିଜର୍ଭ ବ୍ୟାଙ୍କ ମାତ୍ର ଗୋଟିଏ ସପ୍ତାହରେ ପ୍ରାୟ ୪ କ୍ୱିଣ୍ଟାଲ (୦.୨ ଟନ୍) ସୁନା କିଣିଛି, … Read More

ଗୋପାଳପୁର ଗଣଦୁଷ୍କର୍ମ: ୫୭୪ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ

Spread the love

Spread the loveଗୋପାଳପୁର ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସୋମବାର ଚାର୍ଜଶିଟ୍ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଦାଲତରେ ୫୭୪ ପୃଷ୍ଠାର ଏହି ଚାର୍ଜଶିଟ୍ ଦାଖଲ କରାଯାଇଛି। ସୂଚନାଯୋଗ୍ୟ, ଗତ ଜୁନ ୧୫ ତାରିଖରେ ଯୁବତୀ ଜଣକ ନିଜ ପୁରୁ​‌ଷ … Read More

ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Spread the love

Spread the loveଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୋମବାର ଥିଲା ୧୩ତମ ପାଳି।  ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ … Read More

ଅପରେସନ ସିନ୍ଦୂରରେ ବିମାନ ନଷ୍ଟ ନେଇ ଜବାବ ରଖିଲେ ରାଜନାଥ, କହିଲେ-ପରୀକ୍ଷାର ଫଳ ଗୁରୁତ୍ୱପୂର୍ଣ୍ଣ, ପେନସିଲ ଭାଙ୍ଗିବା ନୁହେଁ

Spread the love

Spread the loveନୂଆଦିଲ୍ଲୀ ୨୮।୭: ସଂସଦର ମୌସୁମୀ ଅଧିବେଶନରେ ସୋମବାର ‘ଅପରେସନ ସିନ୍ଦୂର’ ଉପରେ ଆଲୋଚନା ଚାଲିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ଆରମ୍ଭ କରିଥିବା ବେଳେ ବିରୋଧୀ ଦଳ ସାମରିକ ଅଭିଯାନ କାଳରେ ଭାରତୀୟ ବାୟୁସେନାର କେତୋଟି ବିମାନ ନଷ୍ଟ … Read More

ନିର୍ଯାତନା ଅଭିଯୋଗରେ ଆରଏମସି କର୍ମୀଙ୍କ ଆତ୍ମହତ୍ୟା ଉଦ୍ୟମ

Spread the love

Spread the loveରାଉରକେଲା: ରାଉରକେଲା ମ୍ୟୁନିସିପାଲ କର୍ପୋରେସନ (ଆରଏମସି)ର ଜଣେ ମହିଳା କର୍ମଚାରୀ କାର୍ଯ୍ୟସ୍ଥଳରେ ନିର୍ଯାତନା ଅଭିଯୋଗ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସରସ୍ୱତୀ ସାମନ୍ତ ନାମକ ଏହି ମହିଳା ଜଣକ ସୋସିଆଲ ମିଡିଆରେ ଲାଇଭ୍ ଆସି ନିଜ ମାନସିକ ସ୍ଥିତି … Read More

ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ମିଳିବ ସହାୟତା: ରାଜସ୍ବ ମନ୍ତ୍ରୀ

Spread the love

Spread the loveଭୁବନେଶ୍ବର: ବନ୍ୟା କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟା ଭିତରେ ସହାୟତା ମିଳିବ ବୋଲି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି। ପାଗ ଅନୁକୂଳ ହେଲେ ଆସନ୍ତା କାଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ … Read More

ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ, ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ

Spread the love

Spread the loveଭୁବନେଶ୍ୱର : ବର୍ତ୍ତମାନ କିଛି ମାତ୍ରାରେ କମିପାରେ ଟ୍ରାଫିକ ସମସ୍ୟା । ଟ୍ରାଫିକ୍‌ ବ୍ୟବସ୍ଥାକୁ ଆହୁରି ମଜବୁତ ହେବ। ଟ୍ୱିନ୍‌ ସିଟିରେ ଟ୍ରାଫିକ୍‌ ସମ୍ଭାଳିବେ ଛାତ୍ରଛାତ୍ରୀ । ଏନେଇ ସୂଚନା ଦେଲେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ … Read More

ଅବଦୁଲ କଲାମ ଆଇଲାଣ୍ଡରୁ ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ

Spread the love

Spread the loveଭୁବନେଶ୍ବର: ଭାରତକୁ ମିଳିଲା ଆଉ ଏକ ବଡ ସଫଳତା । ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଭାରତର ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି । ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତ୍‌କ୍ଷେପଣ ହୋଇଛି । … Read More

ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ, କୌଶଳକ୍ରମେ ଖସିଆସିଲେ ନାବାଳିକା

Spread the love

Spread the loveଢେଙ୍କାନାଳ: ସ୍ପଷ୍ଟ ଦିବାଲୋକରେ ଅପହରଣ ଉଦ୍ୟମ । କୌଶଳକ୍ରମେ ଖସିଆସିଲେ ନାବାଳିକା । ନାବାଳିକା ଛାତ୍ରୀଙ୍କୁ ଜୋର ଜବରଦସ୍ତ ଅପହରଣ ଉଦ୍ୟମ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାରିଗର ସାହି ନିକଟରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁୟାୟୀ … Read More

୪ ମାସର ମୃତ ଶିଶୁକୁ ପ୍ରସବ କଲେ ନବମ ଶ୍ରେଣୀ ଛାତ୍ରୀ

Spread the love

Spread the loveଜଗତସିଂହପୁର: ପୁଣି ଜଣେ ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଜଗତସିଂହପୁର ଜିଲ୍ଲା ଗୋପିଆକୁଦ କୁଜଙ୍ଗ ଅଞ୍ଚଳରେ ଏଭଳି ଖବର ସାମ୍ନାକୁ ଆସିଛି । ନବମ ଶ୍ରେଣୀ ଛାତ୍ରୀ ଜଣକ ଜଗତସିଂହପୁର ମେଡିକାଲରେ ୪ ମାସର ମୃତ … Read More