Images

ଆଶ୍ରମ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରଙ୍କୁ ବୀଭତ୍ସ ହତ୍ୟା !

Spread the love

ସୁବର୍ଣ୍ଣପୁର: ଯୁକ୍ତ ୨ ଛାତ୍ରଙ୍କୁ ହତ୍ୟା। ପିଟି ପିଟି ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ। ସୁବର୍ଣ୍ଣପୁରର ତରଭା ଆଶ୍ରମ ବିଦ୍ୟାଳୟରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଚାରଭଟା ଡାକ୍ତରଖାନାରେ ଛାତ୍ରଙ୍କ ମୃତଦେହ ରହିଥିବାବେଳେ ପୁଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି।

ଛାତ୍ର ଜଣକ ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଥିଲେ। କୌଣସି କାରଣରୁ କେହି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ହତ୍ୟାକାରୀକୁ ତୁରନ୍ତ ଧରିବା ଲାଗି ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *