‘ଅକଭାନ’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ପ୍ରଶାସନ, ୧୫ ଉଦ୍ଧାରକାରୀ ଟିମ୍ ମୁତୟନ

ଭୁବନେଶ୍ବର: ବାତ୍ୟା ‘ଅକଭାନ’ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ପ୍ରଶାସନ । ଗୋପାଳପୁରରୁ ଖଲ୍ଲିକୋଟ ଉପକୂଳ ଯାଏଁ ହାଇଆଲର୍ଟ । କଳିଙ୍ଗା ଘାଟି ସିଲ୍ ହୋଇଛି । ମୁତୟନ ଅଛନ୍ତି ୧୨ ଓଡ୍ରାଫ୍ ଓ ୩ ଏନ୍ ଡିଆର୍ ଏଫ୍ ଟିମ୍ … Read More

୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତହସିଲଦାରଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଧର୍ମଗଡ଼: ୧୦ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ତହସିଲଦାର । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକଙ୍କୁ ଧରିଲା ଭିଜିଲାନ୍ସ । ଗଣ୍ଡାମେର ଗାଁର ଚନ୍ଦ୍ର କେତିକି ନିଜର ୨୪ ଡିସିମିଲ ଜାଗାକୁ ଘର ବାରି ଭାବେ ନିର୍ମାଣ … Read More

‘ଅକଭାନ୍’ ପ୍ରଭାବ ; ୩୯ ଟ୍ରେନ୍ ବାତିଲ, ୨୬ର ସମୟ ପରିବର୍ତ୍ତନ

ଭୁବନେଶ୍ବର : ବାତ୍ୟା ‘ଅକଭାନ୍’କୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଯାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଏପର୍ଯ୍ୟନ୍ତ ୩୯ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ ୨୬ଟି ଟ୍ରେନ୍‌ର ସମୟ ପରିବର୍ତ୍ତନ କରାଯାଇଛି । … Read More

ଭୂସ୍ଖଳନ ମୁକାବିଲାରେ ଓଡ଼ିଶାକୁ ସହଯୋଗ କରିବ ଉତ୍ତରାଖଣ୍ଡ, ଖୁବଶୀଘ୍ର ସ୍ୱାକ୍ଷର ହେବ ଏମ୍‌ଓୟୁ

ଭୁବନେଶ୍ୱର: ଭୂସ୍ଖଳନ ମୁକାବିଲା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାକୁ ସହଯୋଗ କରିବ ଉତ୍ତରାଖଣ୍ଡ । ଏନେଇ ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (USDMA) ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA) ମଧ୍ୟରେ ଖୁବଶୀଘ୍ର ଏକ ବୁଝାମଣାପତ୍ର (ଏମ୍‌ଓୟୁ) … Read More

ବାତ୍ୟା ପାଇଁ ୧୦ ଦିନ ବଢ଼ିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି

କଟକ: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ବଢ଼ିଲା ୨୦୨୭ ବାର୍ଷିକ ମାଟ୍ରିକ୍ ଓ ମଧ୍ୟମା ପରୀକ୍ଷାର ଫର୍ମ ପୂରଣ ଅବଧି । ଏବେ ନଭେମ୍ବର ୩୦ ତାରିଖ ଯାଏଁ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ । ପୂର୍ବରୁ ନଭେମ୍ବର ୨୦ … Read More

ଅକଭାନ ପାଇଁ ୧.୦୫ ଲକ୍ଷ ଲୋକ ସ୍ଥାନାନ୍ତର, ୯୦୦୦ ଆଶ୍ରୟସ୍ଥଳୀ ଚିହ୍ନଟ

ଭୁବନେଶ୍ୱର: ଶୁକ୍ରବାର ଦିନ ଗୋପାଳପୁର ନିକଟରେ ବାତ୍ୟା ‘ଅକୱାନ’ ସ୍ଥଳଭାଗ ଛୁଇଁବ। ଏହାକୁ ନଜରରେ ରଖି ଓଡ଼ିଶା ସରକାର ବିପଦପୂର୍ଣ୍ଣ ଅଞ୍ଚଳରୁ ୧.୦୫ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର ସହ ୯,୦୦୦ ଆଶ୍ରୟସ୍ଥଳୀ ଚିହ୍ନଟ କରିଛନ୍ତି। ବାତ୍ୟା ଓ ଏହାର ପ୍ରଭାବର … Read More

ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବ ଅକଭାନ: ବଢ଼ୁଛି ବର୍ଷା, ୪ ଜିଲ୍ଲାରେ ୯୦ କିମି ରହିବ ୱିଣ୍ଡ ସ୍ପିଡ୍

ଭୁବନେଶ୍ବର: ଆରମ୍ଭ ହେଲାଣି ଅକଭାନ ପ୍ରଭାବ । ଅଶାନ୍ତ ହେଉଛି ସମୁଦ୍ର, ବଢ଼ୁଛି ବର୍ଷା । ମାଡ଼ି ଆସୁଛି ଭୀଷଣ ବାତ୍ୟା । ଆସନ୍ତାକାଲି ମଧ୍ୟାହ୍ନରେ ଗୋପାଳପୁର ନିକଟରେ ମାଡ଼ ହେବ ଭୀଷଣ ବାତ୍ୟା ‘ଅକଭାନ । ଲ୍ୟାଣ୍ଡଫଲ୍ ବେଳେ ​ପବନର … Read More

ପିୟୁସି ସାର୍ଟିଫିକେଟ ନେଇ ବଡ ଖବର…୩ବର୍ଷ ଯାଏ କରିବାକୁ ପଡିବନି ରିନ୍ୟୁ

ଭୁବନେଶ୍ୱର: ଗାଡି ଚାଳକଙ୍କ ପାଇଁ ବଡ ଖବର । ପଲ୍ୟୁସନ ଅଣ୍ଡର କଂଟ୍ରୋଲ ବା ପିୟୁସି ସାର୍ଟିଫିକେଟର ବୈଧତା ଓ ସମୟସୀମାରେ ପରିବର୍ତ୍ତନ କରାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆଜିଠୁ ଲାଗୁ ହୋଇଛି … Read More

ବାତ୍ୟା ପାଇଁ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ବସୁଧା ହେଲ୍ପଲାଇନ୍ ନଂ ୧୯୧୬

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍‌ୱାନ୍‌’କୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବସୁଧା ହେଲ୍ପଲାଇନ୍ ନମ୍ବର ୧୯୧୬କୁ ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ହେଲ୍ପଲାଇନ୍ ନିରବଚ୍ଛିନ୍ନ ଭାବେ ସେବା … Read More

‘ଅକଭାନ ପାଇଁ ଭିତରକନିକା ବନ୍ଦ, କଳିଙ୍ଗା ଘାଟି ଓ ଦାରିଙ୍ଗିବାଡ଼ି ରାସ୍ତା ସିଲ୍

ଭୁବନେଶ୍ବର: ବାତ୍ୟା ପ୍ରଭାବରେ ରାଜ୍ୟରେ ଆରମ୍ଭ ହୋଇଛି ବର୍ଷା। ସମ୍ଭାବ୍ୟ ବାତ୍ୟା ଅକୱାନକୁ ନେଇ କନ୍ଧମାଳ ଜିଲ୍ଲାରେ ଆଗୁଆ ସତର୍କ ହୋଇଛି ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ କନ୍ଧମାଳର କଳିଙ୍ଗା ଓ ଦାରିଙ୍ଗିବାଡ଼ି ଘାଟି ରାସ୍ତା ସିଲ୍‌ କରାଯାଇଛି। ଗାଜଲବାଡ଼ି ନିକଟରେ … Read More