‘ଅର୍ଣ୍ଣବ’ ପ୍ରଭାବ: ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ସ୍କୁଲ୍ ସହ ଅଙ୍ଗନବାଡ଼ି ବନ୍ଦ ଘୋଷଣା
ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ (Cyclone Arnab) ର ପ୍ରଭାବ ଓଡ଼ିଶାର ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଜିଲ୍ଲାଗୁଡ଼ିକରେ ଅନୁଭୂତ ହେବାକୁ ଯାଉଛି। ପାଣିପାଗ ବିଭାଗର ଚେତାବନୀ ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନାକୁ ଆଖିଆଗରେ … Read More
