ବ୍ୟାଙ୍କକରୁ ଚାଲାଣ ବେଳେ ଭୁବନେଶ୍ୱର ବିମାନ ବନ୍ଦରରୁ ମାରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ମାରିଜୁଆନା ଜବତ । ବ୍ୟାଙ୍କକରୁ ଭୁବନେଶ୍ୱର ଚାଲାଣ ବେଳେ ଧରାପଡ଼ିଲା । ବିଦେଶୀ ନିଶା ଚାଲାଣ ବେଳେ ଜବତ କଲା DRI । କୁକୁର ଖାଦ୍ୟରେ ଆସୁଥିଲା ମାରିଜୁଆନା । ପାଞ୍ଚ କେଜିରୁ ଅଧିକ ହାଇଡ୍ରୋପୋନିକ ଓ୍ବିଡ … Read More

ଅଟୋକୁ ଧକ୍କା ଦେଲା ଟ୍ରକ୍, ୭ ଯାତ୍ରୀ ଗୁରୁତର

ମୟୂରଭଞ୍ଜ: ବାରିପଦା ସହର ପାଲବଣିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋ ଉପରେ ମାଡ଼ିଗଲା ଟ୍ରକ୍ । ୭ ଗୁରୁତର । ଆହତମାନଙ୍କୁ ବାରିପଦା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ୧୮ ନମ୍ବର ଜାତୀୟ ରାଜପଥ ସର୍ଭିସ ରୋଡରେ ଏକ ଯାତ୍ରୀବାହୀ ଅଟୋ … Read More

ପୂଜା ମଣ୍ଡପରେ ଅଗ୍ନିକାଣ୍ଡ ରୋକିବାକୁ ଅଗ୍ନିଶମ ବିଭାଗର ମକ୍ ଡ୍ରିଲ୍

ଭୁବନେଶ୍ବର: ଦଶହରା ଭିଡ଼ରେ ଅଗ୍ନିଶମ ବିଭାଗର ମକ୍ ଡ୍ରିଲ୍ । ପୂଜା ମଣ୍ଡପରେ ନିଆଁ ଲାଗିଲେ କିଭଳି ହେବ ମୁକାବିଲା ? ଭିଡ଼ ଭିତରୁ କିଭଳି ହେବ ଲୋକଙ୍କୁ ଉଦ୍ଧାର ? ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କରାଯାଉଛି ମକ୍ ଡ୍ରିଲ୍ … Read More

ମେଢ଼ ତିଆରି ବେଳେ ବିଦ୍ୟୁତ୍ ଆଘାତ ଲାଗି ଯୁବକ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗାଁରେ ଅଭାବନୀୟ ଘଟଣା ଘଟିଛି। ଦୁର୍ଗାପୂଜା ପାଇଁ ମେଢ଼ ତିଆରି କରୁଥିବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ସିଦ୍ଧେଶ୍ୱର ଗାଁର ଜଗନ୍ନାଥ … Read More

ବୁଦା ମୂଳରୁ ନବଜାତ କନ୍ୟା ଉଦ୍ଧାର

ନବରଙ୍ଗପୁର : ରାସ୍ତାକଡ଼ ବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ କନ୍ୟା ।  ନବରଙ୍ଗପୁରରୁ ଆସିଛି ହୃଦୟବିଦାରକ ଦୃଶ୍ୟ ।  ନବରଙ୍ଗପୁର ସହରର ହିର୍ଲି ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖ ବୁଦା ମୂଳରୁ ଉଦ୍ଧାର ହୋଇଛି ଶିଶୁକନ୍ୟା ।  … Read More

ଓଡ଼ାପଡ଼ା ତହସିଲଦାର ନିଲମ୍ବିତ, ସରକାରୀ ନିୟମ ଉଲଂଘନ ଅଭିଯୋଗ

ଭୁବନେଶ୍ୱର  : ଆକ୍ସନରେ ରାଜସ୍ୱ ବିଭାଗ । ଦୁର୍ନୀତି ଏବଂ ବିଶୃଙ୍ଖଳିତ ପ୍ରଶାସନିକ କାର୍ଯ୍ୟଧାରା ବିରୋଧରେ ଆକ୍ସନ ନେଇଛି ରାଜସ୍ୱ ବିଭାଗ । ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ନିଲମ୍ବିତ କରାଯାଇଛି । ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ତହସିଲଦାର ଶ୍ରୀ … Read More

ଛାତ୍ର ସଂସଦ ନିର୍ବାଚନରେ ବିସିଜେଡିର ସଫଳତା ପାଇଁ GEN-Zଙ୍କୁ ଧନ୍ୟବାଦ ଜଣାଇଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ପ୍ରାର୍ଥୀ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ବିସିଜେଡି ମହାବିଦ୍ୟାଳୟରେ ୬୦ପ୍ରତିଶତରୁ ଅଧିକ ଓ ବିଶ୍ବବିଦ୍ୟାଳୟରେ ପ୍ରାୟ ୫୦ ପ୍ରତିଶତ ସଫଳତା ପାଇଛି । ରାଜ୍ୟ ବିଜେପି ସରକାରଙ୍କ ବାହୁବଳ, … Read More

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି: ଲୋକସେବା ଭବନରେ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅକ୍ଟୋବର ୨୮ ଓ ୨୯ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୨୫ ତାରିଖରେ ଖୋର୍ଦ୍ଧା … Read More

ଭିଜିଲାନ୍ସ ଜାଲରେ ମହାନଦୀ ନଦର୍ଣ୍ଣ ଡିଭିଜନର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର, ୨୧.୮୮ ଲକ୍ଷ ନଗଦ ଜବତ

କଟକ : ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା । ଭିଜିଲାନ୍ସ ଜାଲରେ କଟକ ଜଗତପୁରସ୍ଥିତ ମହାନଦୀ ନଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସ । ତାଙ୍କଠାରୁ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଛି । ବିଭିନ୍ନ ଠିକାଦାରଙ୍କଠାରୁ … Read More

ଡିଭାଇଡରକୁ ଧକ୍କା ଦେଲା କାର୍, ଚାଲିଗଲା ଶାଶୁ-ଜ୍ୱାଇଁଙ୍କ ଜୀବନ

ସମ୍ବଲପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଶାଶୁ ଓ ଜ୍ୱାଇଁଙ୍କ ଜୀବନ । ହସଖୁସିର ସଂସାରରେ ହଠାତ୍ ଖେଳିଗଲା ଶୋକର ଛାୟା । ଆଉ ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ସମ୍ବଲପୁର ଯୁଯୁମୁରା … Read More