୪ ଦଫା ଦାବି ନେଇ ଗାନ୍ଧୀ ମାର୍ଗରେ ଗର୍ଜିଲେ ହଜାର ହଜାର ଶିକ୍ଷକ
ଭୁବନେଶ୍ୱର : ଗୁରୁ ଦିବସରେ ଗୁରୁ ଗର୍ଜନ । ରାଜଧାନୀରେ ଶିକ୍ଷକ ଓ ଅଧ୍ୟାପକଙ୍କ ମହାସମାବେଶ । ଗୋଟିଏ ପଟେ ସାରା ଦେଶ ଗୁରୁ ଦିବସ ପାଳନ କରୁଥିବାବେଳେ ଭୁବନେଶ୍ବର ରାଜରାସ୍ତାରେ ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ … Read More
