ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ବାରଣାସୀ-ଅଯୋଧ୍ୟା ଯାଉଥିବା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ (ପଟିଆ) ଠାରେ  ଆଜି ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୭୮୫ ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ଓଡିଶାରୁ ବାରଣାସୀ-ଅଯୋଧ୍ୟା ନେଇ ଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନ୍‌କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, … Read More

ଆକ୍ସନ ମୋଡରେ ପୋଲିସ, ପାର୍ବଣ ପୂର୍ବରୁ ବନ୍ଧା ହେଲା ହାର୍ଡକୋର କ୍ରିମିନାଲ

ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ପୋଲିସ ।  ମହଙ୍ଗା ପଡିଲା ଖଣ୍ଡା ବୁଲାଇବା ।  ଧରାପଡ଼ିଲା ହାର୍ଡକୋର କ୍ରିମିନାଲ ।  ଦୁର୍ଦ୍ଦାନ୍ତ ଅପରାଧି ବାପି ସ୍ବାଇଁ ଗିରଫ। ବୁଦ୍ଧ ବିହାର ଖଣ୍ଡା ବୁଲା ଘଟଣାରେ ଗିରଫ କଲା ପୋଲିସ୍ । … Read More

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ, ପାସ୍ ହାର ୬୪.୪୮ %

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET-୨୦୨୬ର ଫଳ ପ୍ରକାଶ ପାଇଛି।  ଜୁଲାଇ ୫ରେ ଅନୁଷ୍ଠିତ ପରୀକ୍ଷାରେ ପେପର-୧ ଓ ପେପର-୨ ପାଇଁ ମୋଟ ୯୭ ହଜାର୧୫୧ ଜଣ ପଞ୍ଜୀକରଣ କରିଥିଲେ। ଏଥିରୁ ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିବା … Read More

ଏମକେସିଜି ଡାକ୍ତରୀ ଛାତ୍ର ନିଖୋଜ; ଅଗଷ୍ଟ ୩୧ରୁ ମିଳୁନି ପତ୍ତା

ବ୍ରହ୍ମପୁର:ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ନିଖୋଜ ହୋଇଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଜଣକ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ … Read More

ମୋମୋ ଗୋଦାମରେ ଫୁଡ୍ ସେଫ୍ଟି ବିଭାଗର ରେଡ୍, ପେଟି ପେଟି ମୋମୋ ଜବତ

କଟକ :  ମୋମୋ ଗୋଦାମରେ ଚଢ଼ାଉ ।  କଟକ ଭାଣପୁରରେ ଥିବା ଏକ ୱାଓ ମୋମୋ ଗୋଦାମରେ ଏକ ବଡ଼ ଧରଣର ରେଡ କରିଛି ଫୁଡ୍ ସେଫ୍ଟି ବିଭାଗ। ଗୋଦାମ ଭିତରେ ପେଟି ପେଟି ମୋମୋ ମହଜୁଦ ରହିଥିବା ବେଳେ, ଦୀର୍ଘଦିନ … Read More

ହେଲିକପ୍ଟର ମାମଲା: ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ବିରୋଧରେ ଆବେଦନ ଖାରଜ

ଭୁବନେଶ୍ୱର : ହେଲିକପ୍ଟର ମାମଲାରେ ଖାରଜ ହେଲା ଆବେଦନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା ଆବେଦନ ଖାରଜ କଲେ ଖୋର୍ଦ୍ଧା କୋର୍ଟ। ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ … Read More

ଓଡ଼ିଶା DGP ଚୟନକୁ ନେଇ ସସ୍ ପେନ୍ସ ଜାରି: ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି

ଭୁବନେଶ୍ବର: ଓଡ଼ିଶା DGP ଚୟନ ମାମଲା । ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି । ଆମିକସ କ୍ୟୁରି ଦାଖଲ କଲେ ରିପୋର୍ଟ । ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ । ଓଡ଼ିଶାର ପରବର୍ତ୍ତୀ … Read More

ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୫ଟି ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

ବ୍ରହ୍ମପୁର : ନିକଟରେ ଗଞ୍ଜାମ ଗସ୍ତ ସମୟରେ ତପ୍ତପାଣିଠାରେ ଆଦିବାସୀ ଓ ଲୋକନୃତ୍ୟ ଦେଖି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବେଶ୍ ପ୍ରଭାବିତ ହୋଇଥିଲେ । ସେହି ସାଂସ୍କୃତିକ ପ୍ରଦର୍ଶନରେ ମୁଗ୍ଧ ହୋଇ କଳାକାରମାନଙ୍କୁ ରାଷ୍ଟ୍ରପତି ଭବନକୁ ଆମନ୍ତ୍ରଣ କରିଥିଲେ ରାଷ୍ଟ୍ରପତି । … Read More

କମିଲା PUCC ଜରିମାନା, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ରାଜ୍ୟରେ କମିଲା PUCC ଫାଇନ୍ । ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା ଟଙ୍କା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଥମ ଥର ବାଇକ ନିୟମ ଭାଙ୍ଗିଲେ … Read More

ଡ୍ରେନକୁ ଓଲଟି ପଡ଼ିଲା କାର୍, ଦମ୍ପତି ମୃତ

ପାରାଦୀପ : ଡ୍ରେନରେ ପଶିଗଲା କାର୍, ଦମ୍ପତି ମୃତ । ଅଣନିଶ୍ବାସୀ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ। ମୃତକ ହେଲେ ପାରାଦୀପ ମେରାଇନ ବିଭାଗର ଅବସରପ୍ରାପ୍ତ ବିଭୁତି ଦାସ ଏବଂ ତାଙ୍କ ପତ୍ନୀ ପ୍ରତିମା ଦାସ। ଚଣ୍ଡିଖୋଲ-ପାରାଦୀପ ରାସ୍ତା ପାରାଦୀପଗଡ ବିଜୁ … Read More