ଭାଙ୍ଗିଲା ସୁବର୍ଣ୍ଣରେଖା ସୁଇସ୍ ଗେଟ୍‌, ଗାଆଁକୁ ପଶୁଛି ବନ୍ୟା ପାଣି

ଜଳେଶ୍ୱର : ଭାଙ୍ଗିଲା ସୁଇସ୍ ଗେଟ୍, ଗାଁରେ ପଶିଲା ବନ୍ୟା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ପାଣି ପ୍ରଖର ସ୍ରୋତ ରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଆଉସା ବନ୍ଧ ପୋଲର ଥିବା ଗେଟରେ ବିରାଟ ଫାଟ ସୃଷ୍ଟି ହୋଇଛି । … Read More

ନିଶାସକ୍ତ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ

ବାରିପଦା: ନିଶାରେ ସ୍କୁଲ ଆସିଲେ ଶିକ୍ଷକ! ଆକ୍ସନ ନେଲେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା ବନ୍ଦ କରିଛନ୍ତି ବିଇଓ। ଏହା ସହିତ ଜଣେ ଶିକ୍ଷକଙ୍କୁ … Read More

ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟରଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ

ଭୁବନେଶ୍ବର: ଦୁର୍ନୀତି ମାମଲାରେ ପୂର୍ବତନ କଲେକ୍ଟର ଦୋଷୀ । ୩ ଜଣଙ୍କୁ ବର୍ଷେ ଲେଖାଏଁ ସଶ୍ରମ କାରାଦଣ୍ଡ । ଦୁର୍ନୀତି ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳଙ୍କ ସମେତ ୩ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷେ ଜେଲ୍, ପେନସନ୍ ବନ୍ଦ ପାଇଁ ପଦକ୍ଷେପ … Read More

ବେକରେ କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ

ବାଲିପାଟଣା:ଭୁବନେଶ୍ବର ଉପକଣ୍ଠରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନାର ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଭାରତ ଫାଇନାନ୍ସର … Read More

ଆସନ୍ତାକାଲି ‘ଜନ୍ମାଷ୍ଟମୀ’; ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଜନ୍ମ ନୀତି ସହିତ ଜଡିତ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶୁକ୍ରବାର ରାତିରେ ପୁରୀ ଜଗନ୍ନାଥ ମନ୍ଦିରରେ ପାଞ୍ଚ ଘଣ୍ଟା ପାଇଁ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ … Read More

ରାଜ୍ୟରେ ଗତିଶୀଳ ହେବ ଶିଳ୍ପର ବିକାଶ: ୩୭ଟି ପ୍ରକଳ୍ପକୁ ଇଡ୍‌କୋ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି‌। ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା … Read More

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା … Read More

ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି। … Read More

ସନ୍ଦିଗ୍ଧ ରୋଗରେ ୧୦ ଦିନରେ ଚାଲିଗଲା ଗୋଟିଏ ପରିବାରର ୪ ଶିଶୁଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ସଇସପୁରା ଅଞ୍ଚଳରେ ଶୋକକୂଳ ପରିବେଶ।  ମାତ୍ର ୧୦ ଦିନ ମଧ୍ୟରେ ଗୋଟିଏ ପରିବାରର ୩ ଭାଇଙ୍କ ସମେତ ୪ ଜଣ ଶିଶୁଙ୍କ ସନ୍ଦିଗ୍ଧ ରୋଗରେ ମୃତ୍ୟୁ ଘଟିଛି। ସମସ୍ତଙ୍କଠାରେ ପ୍ରାୟ ସମାନ ଲକ୍ଷଣ ଦେଖାଯାଇଥିଲା। ପ୍ରବଳ ଜ୍ୱର, ପେଟରେ … Read More

ଇନ୍ଧନ ରପ୍ତାନି ଉପରେ ବଢ଼ିଲା ଟିକସ, ପେଟ୍ରୋଲ ୧.୫, ଡିଜେଲ ୧ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଟିକସ ବୃଦ୍ଧି କରିଛନ୍ତି। ଏବେ ପେଟ୍ରୋଲ ରପ୍ତାନିରେ ଲିଟର ପିଛା ଅଧିକ ୧.୫ ଟଙ୍କା ୱିଣ୍ଡଫଲ୍ ଟ୍ୟାକ୍ସ (ଆକସ୍ମିକ ଲାଭ ଉପରେ ଟିକସ) ଲଗାଇଛନ୍ତି। ପୂର୍ବରୁ ଏହା ଉପରୁ କୌଣସି ଟିକସ ଆଦାୟ … Read More