“ଷ୍ଟେଟ୍ ସ୍ପେସିଆଲ ସେଲ୍” ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ, ଆସନ୍ତା କାଲି ପ୍ରଥମ ବୈଠକ

ଭୁବନେଶ୍ବର: ଷ୍ଟେଟ୍ ସ୍ପେସିଆଲ ସେଲ୍ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ବୃହତ୍ ଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଡିପିଆର୍ ପ୍ରସ୍ତୁତି, ବୈଷୟିକ ଯାଞ୍ଚ, ଡିଜାଇନ୍‌, ଗୁଣବତ୍ତା ନିରୀକ୍ଷଣ, ପ୍ରଶିକ୍ଷଣ ଓ ଗବେଷଣାକୁ ଏକ ଛାତ … Read More

ଡିଜିଟାଲ୍ ପ୍ଲାଟଫର୍ମରେ ହେବ ଜନଗଣନା ପ୍ରସ୍ତୁତି, ବିଭାଗଗୁଡ଼ିକୁ ଚିଠି

ଭୁବନେଶ୍ବର: ଜନଗଣନା-୨୦୨୭କୁ ଦୃଷ୍ଟିରେ ରଖି ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍‌ (ଡିସିଏଚ୍‌ବି) ପ୍ରସ୍ତୁତି ପାଇଁ ଆବଶ୍ୟକ ଗ୍ରାମ ଓ ସହର ନିର୍ଦ୍ଦେଶିକା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହରେ ସମସ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ … Read More

ଭତ୍ତା ପ୍ରଦାନରେ ବିଳମ୍ବ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ : ୨ ମାସ ମଧ୍ୟରେ ନିଷ୍ପତ୍ତି ନିଅ

କଟକ: ରାଜ୍ୟରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନରେ ବିଳମ୍ବକୁ ନେଇ ରୁଜୁ ମାମଲାରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ରାଜ୍ୟ ସରକାରଙ୍କୁ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଆବେଦନକାରୀ ସାନି ଏକ ସ୍ମାରକପତ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ … Read More

ବର୍ଷା ଭିଜା ବଡ଼ଦାଣ୍ଡରେ ଭକ୍ତିର ମହାମିଳନ: ଶ୍ରୀକ୍ଷେତ୍ରରେ ଗଡ଼ିଲା ତିନି ରଥ, ଜନସମୁଦ୍ର ପାଲଟିଲା ପୁରୀ

ପୁରୀ: ରଥରେ ପଥରେ ଜଗନ୍ନାଥ। ବର୍ଷକ ସେହି ଅପେକ୍ଷାର ଅନ୍ତ ଘଟାଇ ରତ୍ନବେଦୀ ଛାଡ଼ି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିଛନ୍ତି କାଳିଆ ସାଆନ୍ତ। ଝିପିଝିପି ବର୍ଷା ସତ୍ତ୍ୱେ ଭକ୍ତି ଓ ଉତ୍ସାହର ଉଚ୍ଛ୍ୱାସରେ ଉଛୁଳି ପଡ଼ିଛି ସମଗ୍ର ଶ୍ରୀକ୍ଷେତ୍ର। ‘ଜୟ ଜଗନ୍ନାଥ’ … Read More

ଇରାନକୁ ଟ୍ରମ୍ପଙ୍କ ଧମକ ; ଶାନ୍ତି କଥାବାର୍ତ୍ତା ନହେଲେ ଆମେରିକା କରିବ ବଡ଼ ଆକ୍ରମଣ

ୱାଶିଂଟନ : ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପ୍ରସ୍ତାବ ଦେଇଛନ୍ତି। ବୁଧବାର ଟ୍ରମ୍ପ କହିଛନ୍ତି ଯେ ଆଗାମୀ ତିନି ଦିନ ମଧ୍ୟରେ ଇରାନ ଶାନ୍ତି କଥାବାର୍ତ୍ତା ପାଇଁ ଆଗକୁ ନ … Read More

ମିଆଁମାର ଉପକୂଳ ନିକଟରେ ଅଘଟଣ: ବଙ୍ଗୋପସାଗରରେ ଦୁଇ ଡଙ୍ଗା ବୁଡ଼ି ୫୦୦ରୁ ଅଧିକ ଯାତ୍ରୀ ନିଖୋଜ

କୋଲକତା : ବଙ୍ଗୋପସାଗରରେ ମିଆଁମାର ଉପକୂଳ ନିକଟରେ ବଡ ଅଘଟଣ । ମଝି ସମୁଦ୍ରରେ ବୁଡିଗଲା ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା । ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଜାତିସଂଘର … Read More

ନ୍ୟୁଜିଲାଣ୍ଡରେ ୬.୩ ତୀବ୍ରତାର ଭୂମିକମ୍ପ ଝଟକା, ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ସାଉଥ ଆଇଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲର ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ମଧ୍ୟ ଜାରି କରାଯାଇଛି । ନ୍ୟୁଜିଲାଣ୍ଡର … Read More

ଦିଦିଙ୍କୁ ଆଉ ଏକ ଝଟକା, ରାଜ୍ୟସଭାରୁ ଇସ୍ତଫା ଦେଲେ ଟିଏମସି ସାଂସଦ କୋଏଲ ମଲ୍ଲିକ

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା । ମମତାଙ୍କ ହାତ ଛାଡିଲେ ଟିଏମସିର ରାଜ୍ୟସଭା ସାଂସଦ ତଥା ଟଲିଉଡ ଲୋକପ୍ରିୟ ଅଭିନେତ୍ରୀ କୋଏଲ ମଲ୍ଲିକ । ତାଙ୍କ ଇସ୍ତଫା ପରେ ପଶ୍ଚିମବଙ୍ଗ … Read More

ମୁଣ୍ଡ ଉପରେ ଛିଡ଼ି ପଡ଼ିଲା ବିଦ୍ୟୁତ ତାର ; ଚାଲିଗଲା ୪ ଜୀବନ, ଜଣେ ଗୁରୁତର

ନୂଆଦିଲ୍ଲୀ : ଦିଲ୍ଲୀ ନୋଏଡ଼ାରେ ଭୟାବହ ଦୁର୍ଘଟଣା । ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଲୋକେ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ହଠାତ୍ ଛିଡ଼ି ପଡ଼ିଲା ୧୧ କେଭି ତାର । ଏହି ଅଘଟଣରେ … Read More

ତୁମ ଅନ୍ତ ନ ଦେଖିବା ଯାଏଁ ଜୀବିତ ରହିବି, ବିଜେପିକୁ ଟାର୍ଗେଟ କଲେ ମମତା ବାନାର୍ଜୀ

କୋଲକତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ପ୍ରମୁଖ ମମତା ବାନାର୍ଜୀ ବିଜେପିକୁ ପୁଣିଥରେ ଟାର୍ଗେଟ କରିଛନ୍ତି । ବିଜେପିର ଅନ୍ତ ଦେଖିବା ଯାଏଁ ଜୀବିତ ରହିବେ ବୋଲି କହିଛନ୍ତି । ବିଧାନସଭା ନିର୍ବାଚନ ୨୦୨୬ ବେଳେ ବିଜେପି କର୍ମୀ ତାଙ୍କ … Read More