କୋଲଡ୍ରିଫ୍ କଫ ସିରପ୍ ମାମଲା: ଫାର୍ମା କମ୍ପାନୀ ମାଲିକ ଗିରଫ
ଭୋପାଳ : ମଧ୍ୟପ୍ରଦେଶରେ କଫ ସିରପ୍ ମାମଲାରେ ପୋଲିସକୁ ବଡ଼ ସଫଳତା । “କୋଲଡ୍ରିଫ୍” କଫ ସିରପ୍ ମାମଲାରେ ଧରାପଡିଛି କଫ୍ ସିରପ୍ କମ୍ପାନୀ ମାଲିକ । କଫ୍ ସିରପ୍ ନିର୍ମାତା କମ୍ପାନୀ ‘ଶ୍ରୀସନ୍ ମେଡିକାଲ୍ସ’ ମାଲିକକୁ ଗିରଫ କରିଛି ପୋଲିସ । … Read More
