ଆସନ୍ତା ୯ ରେ ଆଉ ଏକ ଲଘୁଚାପ, ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ

ଭୁବନେଶ୍ୱର : ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରାଯାଇଛି … Read More

ଏସଆଇ ପରୀକ୍ଷା ଜାଲିଆତି: ସିଲିକନ ସିଇଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ବର: ପୁଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ସିଲିକନ ଟେକ୍‌ ପ୍ରାଇଭେଟ ଲିମିଟେଡର ସିଇଓଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ। ସିଇଓ ସୁରେଶ ନାୟକଙ୍କୁ ଅଧିକାରୀମାନେ ପଚରାଉଚରା କରିଛନ୍ତି। ଏହି ଘଟଣାରେ ପୁଲିସ ୧୧୭ ଜଣଙ୍କୁ ଗିରଫ … Read More

ବିଶ୍ଵ ମାନଚିତ୍ରରୁ ହଜିଯିବ ପାକିସ୍ତାନର ଚିହ୍ନବର୍ଣ୍ଣ : ସେନାମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତଠୁ ପରାଜିତ ହେବା ପରେ ବି ପାକିସ୍ତାନ ନିଜ ହରକତ ଛାଡ଼ିପାରୁନି। ଏବେ ଭାରତ ତରଫରୁ କଡ଼ା ଚେତାବନୀ ଦିଆଯାଇଛି। ଆତଙ୍କବାଦୀଙ୍କୁ ପାଳିପୋଷି ବଡ଼ କରୁଥିବା ପାକିସ୍ତାନକୁ ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ଚେତାଇ କହିଛନ୍ତି, ଯଦି ପାକିସ୍ତାନ … Read More

ଫେରାର ୨ କଏଦୀଙ୍କ ଫଟୋ ଜାରି, ଧରାଇ ଦେଲେ ମିଳିବ ୫୦ ହଜାର ଟଙ୍କା ପୁରସ୍କାର

କଟକ : କଟକ ଡିସିପି ଅଫିସ ପକ୍ଷରୁ ଚୌଦ୍ୱାର ସର୍କଲ ଜେଲରୁ ୨ ଫେରାର କଏଦୀଙ୍କ ଫଟୋ ଜାରି କରାଯାଇଛି ।  ସେମାନଙ୍କ ସମ୍ବନ୍ଧରେ କିଛି ଜାଣିଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ  କରାଯାଇଛି । ସୂଚନାଦାତାଙ୍କ ପରିଚୟ ଗୁପ୍ତ ରଖାଯିବ ।  … Read More

ରାୟଗଡ଼ାରେ ଭୂସ୍ଖଳନ: ଭାଙ୍ଗିଲା ରେଳ ଧାରଣା, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା: ରାୟଗଡ଼ା ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦଶହରାକୁ ଧୋଇ ଦେଇଛି ଲଗାଣ ବର୍ଷା। ପାହାଡ ଧସି ଟ୍ରେନ ଟ୍ରାକରେ ପଡିବାରୁ ଟ୍ରାକ ଭାଙ୍ଗିଯାଇଛି। ଫଳରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହାସହ … Read More

ଲଗାଣ ବର୍ଷାରେ ମହେନ୍ଦ୍ରଗିରିରେ ଫସି ରହିଥିବା ୩୦ ପର୍ଯ୍ୟଟକ ଉଦ୍ଧାର

ଗଜପତି: ଲଗାଣ ବର୍ଷାରେ ଗଜପତି ଜିଲ୍ଲାର ସ୍ଥିତି ବେହାଲ। ଗଜପତି ମହେନ୍ଦ୍ରଗିରିରେ ଭୂସ୍ଖଳନ ପରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି ଉଦ୍ଧାର। ହେଲେ ରାୟଗଡ଼ ବ୍ଲକ ଅନ୍ତର୍ଗତ ପେକେଟ ଗାଁରେ ଭୂସ୍କଳନ ପରେ ବାପ ଆଉ ପୁଅ ନିଖୋଜ … Read More

ଶୋଇଥିବା ବେଳେ ମାରଣାସ୍ତ୍ରରେ ହାଣି ହତ୍ୟା

ପାଟଣା: ନିଜ ଘର ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ମୁଣ୍ଡକୁ ହାଣି ହତ୍ୟା କରାଯାଇଛି । ଏଭଳି ଅଭାବନୀୟ ଘଟଣା  କେନ୍ଦୁଝର ଜିଲା ଘଟଗାଁ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ୫୫ବର୍ଷୀୟ ଭଦୃ ମହାକୁଡ । ଖବରରୁ ପ୍ରକାଶ … Read More

୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନ ନଷ୍ଟ କରିଛି ଭାରତ : ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ସମୟରେ ଭାରତ ଏହାର ଦକ୍ଷତା ଏବଂ ଶକ୍ତି ପ୍ରଦର୍ଶନ କରିଛି। ଭାରତୀୟ ବାୟୁସେନା(ଆଇଏଏଫ) ଶତ୍ରୁ ରାଷ୍ଟ୍ରର ୩୦୦ କିଲୋମିଟର ଭିତର ଅଞ୍ଚଳରେ ପ୍ରବେଶ କରି ଆକ୍ରମଣ କରିଛି। ଏହି ସମୟରେ ୧୦ରୁ ୧୨ ପାକିସ୍ତାନୀ ଯୁଦ୍ଧ ବିମାନକୁ ଭାରତ … Read More

କଫ୍‍ ସିରପ୍‍ ପିଇ ୧୨ପିଲାଙ୍କ ମୃତ୍ୟୁ

ମଧ୍ୟପ୍ରଦେଶ: ଥଣ୍ଡା କାଶ ପାଇଁ ଖାଉଥିବା ଔଷଧ ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ । ଏପରି ଜଣାପଡିଛି ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲାରେ । କଫ ସିରପ୍‍ ଖାଇବା ପରେ ଆଉ ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ଗତ ୨୦ଦିନରେ … Read More

ଟ୍ରମ୍ପଙ୍କ ଶୁଳ୍କ ଯୋଗୁଁ ଭାରତକୁ କ୍ଷତି ସହିବାକୁ ଦେବନାହିଁ ରୁଷ

ନୂଆଦିଲ୍ଲୀ: ଭାରତ ଉପରେ ଚାପ ପକାଇବା ପାଇଁ ଆମେରିକା ୫୦ପ୍ରତିଶତ ଶୁଳ୍କ ଲାଗୁ କରିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଭାବିଥିଲେ ଯେ ଏହା ଭାରତ-ରୁଷ ବନ୍ଧୁତାକୁ ଭାଙ୍ଗିଦେବ । ଶୁଳ୍କ ଚାପରେ ଭାରତ ରୁଷଠାରୁ ଆଉ ତେଲ କିଣିବା ବନ୍ଦ … Read More