ନବୀନ ପଟ୍ଟନାୟକଙ୍କ ସମ୍ପର୍କୀୟ ଭାଇଭଉଣୀଙ୍କୁ ଆନନ୍ଦ ଭବନରେ ଭେଟିଲେ କଂଗ୍ରେସ ବିଧାୟକ ମୋକିମ
କଟକ: କଟକ ଆନନ୍ଦ ଭବନରେ ଅସୁସ୍ଥ ଓ ଅସହାୟ ଅବସ୍ଥାରେ ଅଛନ୍ତି ନବୀନ ପଟ୍ଟନାୟକଙ୍କ ବଡ ବାପାଙ୍କ ପୁଅ ଝିଅ ଦିଲ୍ଲୀ ପଟ୍ଟନାୟକ ଓ ରେଖା। ରକ୍ଷଣାବେକ୍ଷଣ ଅଭାବରୁ ଏହି ଘର ଜରାଜୀର୍ଣ୍ଣ ହୋଇ ପଡିଥିବାବେଳେ ଆଗରେ ଘାସି ଉଠିଛି । … Read More