ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କୁ ମିଳିଲା ଆଉ ୩ ବିଭାଗ, ସଂଖ୍ୟା ୧୦ ଛୁଇଁଲା
ନୂଆଦିଲ୍ଲୀ : ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଜେଲ ଯିବା ପରେ ମନ୍ତ୍ରୀ ପଦ ପାଇଥିବା ଆପ୍ର ବରିଷ୍ଠ ନେତ୍ରୀ ଆତିଶୀଙ୍କୁ ଦିଲ୍ଲୀ ସରକାରରେ ଆଉ ୩ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି। ଅର୍ଥ, ଯୋଜନା ଓ ରାଜସ୍ୱ ବିଭାଗର … Read More