୨୦ ତାରିଖ ସୁଦ୍ଧା ପୂର୍ବ ଭାରତରେ ପହଞ୍ଚିବ ମୌସୁମୀ, ୨୧ରୁ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଜୁନ୍ ଅଧା ବିତିଯାଇଥିଲେ ମଧ୍ୟ ମୌସୁମୀ ନିର୍ଦ୍ଧାରିତ ସମୟଠାରୁ ବହୁ ବିଳମ୍ବରେ ଚାଲିଛି। ଜୁନ୍ ୧୫ ସୁଦ୍ଧା ମୌସୁମୀ ସମଗ୍ର ଦକ୍ଷିଣ ଉପଦ୍ୱୀପ, ବିହାର, ଝାଡ଼ଖଣ୍ଡର କିଛି ଅଂଶ, ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ଅତିକ୍ରମ … Read More

ରାଜସ୍ଥାନରେ ମହିଳାଙ୍କୁ ମାଗଣା ମୋବାଇଲ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜୟପୁର : ରାଜସ୍ଥାନରେ ମହିଳାଙ୍କୁ ମାଗଣା ମୋବାଇଲ ଦେବା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି । ଏଥିସହ ମହିଳାଙ୍କୁ ୩ ବର୍ଷ ଯାଏ ମଧ୍ୟ ମାଗଣା ଇଣ୍ଟରନେଟ ସେବା ମିଳିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ନିକଟରେ … Read More

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍‌ରେ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସ୍‌ରେ ଜଣେ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ସାମାନ୍ୟ କଥାକୁ କେନ୍ଦ୍ରକରି ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ ଥିବା ଆର୍ଯ୍ୟଭଟ୍ଟ କଲେଜରେ ଦୁଇ ଛାତ୍ର ମଧ୍ୟରେ ବିବାଦ ହୋଇଥିଲା। ଯାହା ପରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ … Read More

ନିଶାରେ ଚୁର ଯୁବତୀଙ୍କୁ ନିଜ ଫ୍ଲାଟକୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନରେ ଦଣ୍ଡିତ ହେଲେ ଭାରତୀୟ ଛାତ୍ର

ଲଣ୍ଡନ: ଦୁଷ୍କର୍ମ ଅଭିଯୋଗରେ ବ୍ରିଟେନର ଜଣେ ଭାରତୀୟ ଛାତ୍ରଙ୍କୁ ୬ ବର୍ଷ ନଅ ମାସ ଜେଲ ଦଣ୍ଡାଦେଶ ହୋଇଛି। ଜଣେ ୨୦ ବର୍ଷର ଛାତ୍ର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ପୁଲିସର ସୂଚନାନୁସାରେ, କୋର୍ଟରେ ଉପସ୍ଥାପିତ ପ୍ରମାଣ ଆଧାରରେ … Read More

ଆସାମରେ ବନ୍ୟା, ୧୩ ଜିଲ୍ଲାର ବହୁ ଅଞ୍ଚଳ ଜଳମଗ୍ନ

ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବ୍ରହ୍ମପୁତ୍ର ନଦୀ। ଫଳରେ ଅନେକ ତଳିଆ ଅଞ୍ଚଳ ଏବେ ଜଳମଗ୍ନ ହେବାରେ ଲାଗିଲାଣି। ୧୩ ଜିଲ୍ଲାର ପ୍ରାୟ ୩୮ ହଜାର ଲୋକେ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ୭୭ଟି ଗାଁ ପାଣି ଘେରରେ … Read More

ଏକ୍ସପ୍ରେସ୍ ଟ୍ରେନ୍‌ ଯିବା ପରେ ତରଳି ଗଲା ରେଳ ଲାଇନ୍

ଯାତ୍ରୀବାହି ଏକ୍ସପ୍ରେସ୍ ଟ୍ରେନ୍‌ ଯିବା ପରେ ତରଳି ବଙ୍କା ହୋଇଗଲା ରେଳ ଲାଇନ୍। ଉତ୍ତରପ୍ରଦେଶରର ଲକ୍ଷ୍ନୌ ଅନ୍ତର୍ଗତ ନିଗୋହନ ରେଳ ଷ୍ଟେଶନରେ ଏହି ଅଘଟଣ ଘଟିଥିବା ବେଳେ ସୌଭାଗ୍ୟକୁ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଏଡ଼ାଇ ହୋଇଯାଇଛି। ଶନିବାର ଘଟଣା ଘଟିଥିବା … Read More

ଭୀଷଣ ଗ୍ରୀଷ୍ମ ପ୍ରବାହ: ଉତ୍ତର ପ୍ରଦେଶ ଓ ବିହାରରେ ୧୦୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦେଶର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉତ୍ତରପ୍ରଦେଶ ଓ ବିହାରରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପର୍ଯ୍ୟନ୍ତ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଉତ୍ତର ପ୍ରଦେଶର ବଲିଆରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୫୪ ଜଣଙ୍କ … Read More

ଦିଲ୍ଲୀରେ ଦୁଇ ଭଉଣୀଙ୍କୁ ଗୁଳି କରି ହତ୍ୟା

ଦିଲ୍ଲୀର ଆର.କେ ପୁରମ ଥାନା ଅନ୍ତର୍ଗତ ଆମ୍ବେଦକର ବସ୍ତିରେ ଆଜି ଭୋରରେ ଘଟିଛି ଗୁଳିକାଣ୍ଡ। ଏଥିରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ସେମାନେ ଦୁଇ ଭଉଣୀ ଥିଲେ। ମୃତ ଦୁଇ ଭଉଣୀ ହେଉଛି ପିଙ୍କି (୩୦) ଓ ଜ୍ୟୋତି (୨୯)। … Read More

୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଗିରଫ

ନୂଆଦିଲ୍ଲୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ତେଲେଙ୍ଗାନା ବିଶ୍ବବିଦ୍ୟାଳୟର କୁଳପତି ଦାଚେପଲ୍ଲୀ ରବିନ୍ଦେର ଶନିବାର ଏସିବି (ଆଣ୍ଟି କରପସନ ବ୍ୟୁରୋ) ହାତରେ ଧରାପଡିଛନ୍ତି। ଏକ ଏଜୁକେଶନାଲ ସୋସାଇଟିର ଜଣେ ସଭ୍ୟଙ୍କ ନିକଟରୁ ପରୀକ୍ଷା କେନ୍ଦ୍ର ମଞ୍ଜୁରକୁ ନେଇ ସେ ଏହି … Read More

କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ

ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। … Read More