ଶ୍ରୀଜିଉଙ୍କ ଆଡ଼ପ ବିଜେ

ପୁରୀ: ଶ୍ରୀଜିଉଙ୍କ ଆଡ଼ପ ବିଜେ । ଜନ୍ମବେଦୀରେ ଚାଲିବ ଲୀଳାଖେଳା । ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ଶ୍ରୀବିଗ୍ରହ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ … Read More

ଲାଲୁଙ୍କ ପାଦ ଛୁଇଁଲେ, ଗୋଟିଏ ପରିବାର ହୋଇ ଲଢ଼ିବେ କହିଲେ ମମତା ବାନାର୍ଜୀ

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ଦଳଗୁଡ଼ିକର ବୈଠକରେ ଯୋଗ ଦେବା ପାଇଁ ଆଜି ଠାରୁ ପାଟନାରେ ପହଞ୍ଚି ସାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ପାଟନାରେ ପହଞ୍ଚିବା ପରେ ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବ ଓ … Read More

ଗଠନ ପୂର୍ବରୁ ବିରୋଧୀ ମେଣ୍ଟରେ ଫାଟ

ନୂଆଦିଲ୍ଲୀ : ଶୁକ୍ରବାରଦିନ ପାଟନାରେ ବିଜେପି ବିରୋଧରେ ବିଭିନ୍ନ ବିରୋଧୀ ଦଳ ଏକାଠି ହେଉଛନ୍ତି । କିନ୍ତୁ ଏହି ମେଣ୍ଟ ଗଠନ ପୂର୍ବରୁ ହିଁ ଏଥିରେ ଫାଟ ଦେଖାଗଲାଣି । ଗୋଟିଏ ପଟେ ଆମ ଆଦମି ପାର୍ଟି କଂଗ୍ରେସକୁ ଚେତାବନୀ ଶୁଣାଇଥିବାବେଳେ … Read More

ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କର: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଅଧିକାରୀମାନଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆୟୁଷ୍ମାନ ଭାରତ କାର୍ଡ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜେଏୱାଇ) ଅଧୀନରେ ସରକାର ପରିବାର ପିଛା … Read More

ପାକିସ୍ତାନ ବିଶ୍ବବିଦ୍ୟାଳୟରେ ନିଷିଦ୍ଧ ହେବନି ହୋଲି ପାଳନ

ଇସ୍ଲାମାବାଦ : ପାକିସ୍ତାନର ଉଚ୍ଚଶିକ୍ଷା ଆୟୋଗ (ଏଚଇସି) ଦୁଇଦିନ ତଳେ ବିଶ୍ୱବିଦ୍ୟାଳୟରେ ହୋଲି ପର୍ବ ପାଳନ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହାକୁ ନେଇ ଛାତ୍ରଛାତ୍ରୀମାନଙ୍କଠାରୁ ଆରମ୍ଭ କରି ଲୋକମାନେ ପ୍ରବଳ ବିରୋଧ କରିବାରୁ ମୁଣ୍ଡ ନୁଆଁଇଛନ୍ତି ପାକ ସରକାର । … Read More

ଇମ୍ରାନ ଖାନଙ୍କୁ ଦୁଇଟି ମାମଲାରେ ୧୭ ଦିନ ପାଇଁ ମିଳିଲା ଅଗ୍ରୀମ ଜାମିନ

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଶ୍ବସ୍ତି । ମେ ମାସରେ ହୋଇଥିବା ହିଂସା ସହିତ ଜଡିତ ଦୁଇଟି ମାମଲାରେ ଗିରଫ ୱାରେଣ୍ଟକୁ ରଦ୍ଦ କରିବା ସହିତ ୭ ଜୁଲାଇ ପର୍ଯ୍ୟନ୍ତ ଅଗ୍ରୀମ ଜାମିନ ଦେଇଛନ୍ତି ଏଟିସି । ପିଟିଆଇ … Read More

ଏଣିକି ଭାରତରେ ତିଆରି ହେବ ଯୁଦ୍ଧ ବିମାନ ଇଞ୍ଜିନ, GE ସହ ଡିଲ୍‌ ଫାଇନାଲ

ଭାରତୀୟ ବାୟୁସେନା ବ୍ୟବହାର କରୁଥିବା ଯୁଦ୍ଧ ବିମାନର ଇଞ୍ଜିନ ଏଣିକି ଭାରତରେ ହିଁ ତିଆରି ହେବ। ଏଥିପାଇଁ ହିନ୍ଦୁସ୍ତାନ ଏରୋନଟିକ୍ସ ପ୍ରାଇଭେଟ ଲିଃ ସହ ଚୁକ୍ତି କରିଛି ଆମେରିକାର ଜେନେରାଲ ଇଲେକ୍ଟ୍ରିକ(GE) ଅରୋସ୍ପେସ। GE ସହାୟତାରେ ହାଲରେ ହିଁ ବାୟୁସେନାର ଯୁଦ୍ଧ … Read More

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ମିଳିତ ଅଭିଯାନ କରିବେ ଭାରତ-ଆମେରିକା

ଓ୍ବାସିଂଟନ : ୨୦୨୪ ପାଇଁ ଭାରତ ଓ ଆମେରିକା ମିଳିତ ମହାକାଶଚାରୀ ଅଭିଯାନ ଘୋଷଣା କରିଛନ୍ତି। ଭାରତ ଆର୍ଟେମିସ୍ ଚୁକ୍ତିରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛି ଏବଂ ଆମେରିକାର ମହାକାଶ ଏଜେନ୍ସି ନାସା ଏବଂ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) … Read More

ବୁଡାଜାହାଜ ଟାଇଟନରେ ସରି ସରି ଆସୁଛି ଅକ୍ସିଜେନ: କ୍ଷୀଣ ହୋଇ ଯାଉଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା

ନୂଆଦିଲ୍ଲୀ : ରହସ୍ୟ ହୋଇ ରହିଯିବ କି ବୁଡାଜାହାଜ ଟାଇଟନ୍‌। ଆଟଲାଣ୍ଟିକ ମହାସାଗରର ଅଥଳ ଜଳରାଶିରେ ଚାଲିଥିବା ସର୍ଚ୍ଚ ଅପରେସନରୁ ମିଳୁନି କୌଣସି ସଫଳତା। କ୍ଷୀଣ ହୋଇ ଆସୁଛି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରିବାର ଆଶା। ସରି ସରି ଆସୁଛି ଅକ୍ସିଜେନ। ଜାହାଜରେ … Read More

ମଣିପୁରରେ ପୁଣି ହିଂସା: ଅବିଶ୍ରାନ୍ତ ଗୁଳିମାଡ଼ରେ ୨ ଯବାନ ଆହତ

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଶାନ୍ତି ଫେରାଇ ଆଣିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକ ପୂର୍ବରୁ ଆଜି ମଣିପୁରରେ ପୁଣି ହିଂସା ଦେଖିବାକୁ ମିଳିଛି। କିଛି … Read More