ରାଜ୍ୟ କ୍ୟାବିନେଟରେ ୧୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାବିନେଟ ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ଅନୁମୋଦନ … Read More

ମହିଳା ଜେଲ୍‌ରେ ସାଂଘାତିକ ଦଙ୍ଗା: ୪୧ କଏଦୀଙ୍କୁ ନିର୍ମମ ହତ୍ୟା

ଜେଲ୍‌ ଚାରି କାନ୍ଥ ଭିତରେ ଘଟିଲା ସାଂଘାତିକ ଦଙ୍ଗା। ଏହି ଦଙ୍ଗାରେ ୪୧ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏପରି ଏକ ଲୋମଟାଙ୍କୁରା ଘଟଣା ଆମେରିକାର ମଧ୍ୟଭାଗରେ ଥିବା ହଣ୍ଡୁରସ୍‌ ନାମକ ଏକ ଦେଶରେ ଘଟିଛି। ହଣ୍ଡୁରସ୍‌ର ଏକ … Read More

ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ

ସିଙ୍ଗର୍‌ ତଥା ରାପର୍‌ ହନି ସିଂଙ୍କୁ ହତ୍ୟା ଧମକ। ହନିଙ୍କୁ ଜୀବନରୁ ମାରିଦେବାକୁ ମିଳିଛି ଧମକ। ଏ ନେଇ ସିଙ୍ଗର୍‌ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ କାନାଡାରେ ଥିବା ଗ୍ୟାଙ୍ଗଷ୍ଟାର୍‌ ଗୋଲ୍ଡି ବରାର୍‌ ତାଙ୍କୁ … Read More

ଦିଲ୍ଲୀରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ଦିଲ୍ଲୀରେ ଆଜି ଅପରାହ୍ନରେ ଇଣ୍ଡିଗୋର ଏକ ବିମାନ ଜରୁରୀ ଅବତରଣ କରିଛି। ବିମାନଟି ଦିଲ୍ଲୀରୁ ଡେରାଡୁନ ଅଭିମୁଖେ ଯାଉଥିଲା। କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ବିପଦ ସଙ୍କେତ ପାଇଥିଲା। ବିମାନରେ କିଛି ବୈଷୟିକ ତ୍ରୁଟି ଦେଖା ଦେଇଥିବା … Read More

ମ୍ୟାଚ୍‌ରେ ବୋଲ୍ଡ କରି ଦେବାରୁ ପଡ଼ିଆ ଭିତରେ ବୋଲରଙ୍କୁ ତଣ୍ଟି ଚିପି ହତ୍ୟା

କ୍ରିକେଟ ଖେଳରୁ ଘଟିଛି ଭୟଙ୍କର ଘଟଣା। ବୋଲ୍ଡ ହୋଇଯିବାରୁ ରାଗି ଯାଇ ବୋଲରଙ୍କୁ ପଡ଼ିଆ ଭିତରେ ତଣ୍ଟି ଚିପି ହତ୍ୟା କରିଛି ବ୍ୟାଟର। ଜଣେ ୧୭ ବର୍ଷୀୟ ପିଲା ରାଗରେ ୧୪ ବର୍ଷୀୟ ବୋଲରଙ୍କୁ ପଡ଼ିଆ ଭିତରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା … Read More

କରୋନା ସ୍କାମ: IAS ଅଫିସରଙ୍କ ଠିକଣାରେ ଇଡିର ରେଡ୍‌

ମହାମାରୀ କରୋନା ବେଳେ ସେବା ଯୋଗା ଦେବା ନାଁରେ କରାଯାଇଥିବା ଠକେଇର ତଦନ୍ତ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ଆଇଏଏସ୍‌ ଅଫିସର ସଞ୍ଜୀବ ଜୈସୱାଲଙ୍କ ବିଭିନ୍ନ ଠିକଣାରେ ରେଡ୍‌ କରିଛି। ଏହା ବ୍ୟତୀତ ଶିବସେନା (ୟୁବିଟି)ର … Read More

ମକର ସଂକ୍ରାନ୍ତିରେ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା

ମକର ସଂକ୍ରାନ୍ତି ଅବସରରେ ଅର୍ଥାତ ଆସନ୍ତା ବର୍ଷ ଜାନୁୟାରୀ ୧୪ ତାରିଖରେ ଉତ୍ତର ପ୍ରଦେଶର ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ହେବ ପ୍ରାଣ ପ୍ରତିଷ୍ଠା। ଏହି ଉତ୍ସବ ୧୦ ଦିନ ପର୍ଯ୍ୟନ୍ତ ଖୁବ୍‌ ଜାକଜମକରେ ପାଳନ ହେବ । ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ … Read More

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହେଉଥିବା ହିଂସାକୁ ଗୁରୁତର ସହ ନେଇଛନ୍ତି କଲିକତା ହାଇକୋର୍ଟ । ବିରୋଧୀ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହିଂସା ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ଆଜି ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । … Read More

ଏଲନ ମସ୍କଙ୍କ ଘୋଷଣା: ଖୁବ ଶୀଘ୍ର ଭାରତରେ ଏଣ୍ଟ୍ରି ମାରିବ ଟେସ୍ଲା

ନୂଆଦିଲ୍ଲୀ: ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟେସ୍ଲା  ସିଇଓ (Tesla CEO) ଏଲନ ମସ୍କଙ୍କ ସାକ୍ଷାତ  କରିଛନ୍ତି । ସାକ୍ଷାତ ସମୟରେ  ଏଲନ ମସ୍କ (Elon Musk )ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଶ୍ୱର ସବୁଠାରୁ ବଡ ଇଲେକ୍ଟ୍ରିକ … Read More

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗାଭ୍ୟାସ କଲେ ରାଷ୍ଟ୍ରପତି ଓ ରାଜନେତା

ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଅବସରରେ ଭାରତ ସମେତ ସମଗ୍ର ବିଶ୍ୱରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଯେଉଁଠାରେ ସେ ଯୋଗ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେବାକୁ ଯାଉଛନ୍ତି। ଭାରତରେ ମଧ୍ୟ ବିଭିନ୍ନ … Read More