ଗିରଫ ହେଲେ କୋଟିପତି ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ, ୫ କୋଟିରୁ ଅଧିକ ପରିମାଣର ସଂପତ୍ତି

ଭୁବନେଶ୍ବର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ। ତାଙ୍କ ଘରୁ ୩ କୋଟିରୁ ଅଧିକ ନଗଦ ଟଙ୍କା ଜବତ … Read More

ମଣିପୁର ହିଂସା: ସର୍ବଦଳୀୟ ବୈଠକ ଡାକିଲେ ଶାହା

ମଣିପୁର: ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତିକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିବ  । କେନ୍ଦ୍ର ଗୃହମନ୍ତ୍ରୀ ଏଥିରେ ଅଧ୍ୟକ୍ଷତା କରିବେ । ପାଖାପାଖି ଦୁଇ ମାସ ହେବ ମଣିପୁର ହିଂସାର ନିଆଁରେ ଜଳୁଥିବା ବେଳେ କୌଣସି ସ୍ଥିତିର ସମାଧାନ କରିପାରୁନାହାନ୍ତି … Read More

୧୩ ପାକିସ୍ତାନୀ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କଲା ଏନଆଇଏ

ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତକୁ ବେଆଇନ ଭାବେ ଅନ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଚାଲାଣ କରୁଥିବା ୧୩ ପାକିସ୍ତାନ ନାଗରିକଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି NIA( ଜାତୀୟ ସୁରକ୍ଷା ଏଜେନ୍ସି ) । ସେମାନଙ୍କ ମଧ୍ୟରୁ ୧୦ ଜଣ … Read More

ଖାଇରେ ଖସିଗଲା ଗାଡ଼ି; ଜଣେ ମୃତ, ୭ ଜଣ ଗୁରୁତର

ଉତ୍ତରାଖଣ୍ଡର ଗତକାଲି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଭ୍ୟାନ୍‌ ଭାରସାମ୍ୟ ହରାଇ ଏକ ଗଭୀର ଘାଇରେ ଖସି ପଡ଼ିଥିବାରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି। ସମସ୍ତେ କେଦାରନାଥ ଦର୍ଶନ କରିବାକୁ ଯାଉଥିଲେ। ପୁଲିସ୍‌ ସୂଚନା … Read More

ଭାଇ ବିବାହରେ ଯୁବକ ହେଲେ ରକ୍ତମୁଖା; ନିଜ ପରିବାରର ୫ ଜଣଙ୍କୁ ହାଣି ଦେଲେ

ବିବାହ ସାରି ବର କନିଆ ଘରକୁ ଫେରିଥିବା ବେଳେ ଘରେ ଥିଲା ବନ୍ଧୁବାନ୍ଧବକଙ୍କ ଭିଡ଼ । ହେଲେ ରାତି ଅଧରେ ନିଜ ଭାଇ ସାଜିଲା ରକ୍ତମୁଖା। ଭାଇ ବିବାହରେ ଭାଇ ଖେଳିଳା ରକ୍ତର ହୋଲି । ହାତରେ ମାରଣାସ୍ତ୍ର ଧରି ନିଜ … Read More

ପୁଟିନଙ୍କ ବିରୋଧରେ ତାଙ୍କ ବିଶ୍ୱସ୍ତ ଦେଲେ ଯୁଦ୍ଧ ଡାକରା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ବଢ଼ିଲାଣି ଅଡ଼ୁଆ। ତାଙ୍କ ବିଶ୍ୱସ୍ତ ୟେଭ୍‌ଗେନି ପ୍ରିଗୋଝିନ୍‌ ରୁଷ ସେନା ବିରୋଧରେ ଯୁଦ୍ଧ ଡାକରା ଦେଇ ସାରିଛନ୍ତି। ଏପରିକି ସେ ନିଜ ‘ୱାଗ୍‌ନର୍‌’ ମିଲିଟାରୀ ଗ୍ରୁପକୁ ମସ୍କୋ ରାସ୍ତା ଉପରେ ଓହ୍ଲାଇ ଦେଇଛନ୍ତି। ତେଣୁ … Read More

ଭାରତର ଜାତୀୟ ସଙ୍ଗୀତ ଗାଇଲେ ଆମେରିକୀୟ ସିଙ୍ଗର, ଛୁଇଁଲେ ମୋଦିଙ୍କ ପାଦ

ବିଦେଶୀ ସିଙ୍ଗର ମ୍ୟାରି ମିଲିବେନଙ୍କ କଣ୍ଠରେ ଶୁଣିବାକୁ ମିଳିଲା ଭାରତର ଜାତୀୟ ସଙ୍ଗୀତ। ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଭୁଲି ନାହାନ୍ତି। ଏହାଦେଖି ଅନ୍ୟମାନେ … Read More

ମୋଦିଙ୍କୁ ଟି- ସାର୍ଟ ଉପହାର ଦେଲେ ବାଇଡେନ, ଲେଖାଅଛି AI

ତିନି ଦିନିଆ ଆମେରିକା ଗସ୍ତ ସାରି ଇଜିପ୍ଟ ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆମେରିକା ଗସ୍ତ ଅବସରରେ ରାଷ୍ଟ୍ରପତି ବାଇଡେନ ମୋଦିଙ୍କୁ ଏକ ଖାସ୍‌ ଉପହାର ପ୍ରଦାନ କରିଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ … Read More

ଆସାମରେ ଭୟଙ୍କର ବନ୍ୟା : ପାଣିଘେରରେ ୫ ଲକ୍ଷ ଲୋକ

ଦିସପୁର : ଆସାମରେ ଭୟଙ୍କର ବନ୍ୟା ଯୋଗୁ ୫ଲକ୍ଷ ଲୋକ ପାଣି ଘେରରେ ଅଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ୧୬ ଟି ଜିଲାର ୪.୮୮ଲକ୍ଷରୁ ଅଧିକ ଲୋକ ପାଣି ଘେରରେ ଅଛନ୍ତି। ବନ୍ୟା ଓ ଭୂସ୍ଖଳନ ପରିସ୍ଥତି ଯୋଗୁ ଏପର୍ଯ୍ୟନ୍ତ … Read More

୨୦୨୪ରେ ବିଜେପି ୩୦୦ରୁ ଅଧିକ ଆସନ ଜିତିବ : ଶାହ

ନୂଆଦିଲ୍ଲୀ : ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନରେ ପରାସ୍ତ କରିବା ନିମନ୍ତେ ରଣରୀତି ପ୍ରସ୍ତୁତ ପାଇଁ ଏକାଧିକ ବିରୋଧୀ ଦଳ ବିହାରର ପାଟନାରେ ଶୁକ୍ରବାର ବୈଠକ କରିଥିବା ବେଳେ ଏହାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବରିଷ୍ଠ ବିଜେପି … Read More