ଆଗାମୀ ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପରେ ପରିଣତ ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା … Read More

ବିରୋଧୀଙ୍କୁ ନବୀନଙ୍କ ଜବାବ, ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ବାର୍ତ୍ତା ଶୁଣାଇଲେ ପାଣ୍ଡିଆନ୍

ବରଗଡ଼: ବରଗଡ଼ରୁ ବିରୋଧୀଙ୍କୁ ଜବାବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ କରୁଥିବା ବେଳେ ମଞ୍ଚରେ ପାଣ୍ଡିଆନ୍ ନବୀନଙ୍କ ଅଡିଓ ବାର୍ତ୍ତା ଶୁଣାଇ ଜବାବ ରଖିଛନ୍ତି । ଆଜି ବରଗଡ଼ ଗସ୍ତ ବେଳେ ନିଶାମଣି ହାଇସ୍କୁଲ୍ … Read More

ଆବଶ୍ୟକ ହେଲେ ସୀମା ସେପଟେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇବନି ଭାରତ : ରାଜନାଥ

ଜମ୍ମୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଭାରତ ଆଉ ପୂର୍ବ ପରି ନାହିଁ । ନିଜର ସୀମାର ସୁରକ୍ଷା କରିବାକୁ ଭାରତ ସୀମା ସେପଟେ ନିର୍ଣ୍ଣାୟକ ସାମରିକ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇବନି ବୋଲି କହିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । … Read More

ଓ୍ବାଗନର ମୁଖ୍ୟ ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ, ଖୋଲା ଝରକାରୁ ଦୂରେଇ ରହିବାକୁ ପରାମର୍ଶ ଦେଲା ସିଆଇଏ

ନ୍ୟୁୟର୍କ : ରୁଷର ଘରୋଇ ସଶସ୍ତ୍ର ବାହିନୀ ଓ୍ବାଗନର ଗ୍ରୁପର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି । ପୁଟିନଙ୍କ ଗୁପ୍ତଚରମାନେ ତାଙ୍କୁ ମାରିଦେବାର ଆଶଙ୍କା କରାଯାଉଛି । ଏଣୁ ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପକ୍ଷରୁ ତାଙ୍କୁ … Read More

ଲେପ୍ଟନାଣ୍ଟ ଜେନେରାଲଙ୍କ ସମେତ ୧୫ ସେନା ଅଧିକାରୀଙ୍କୁ ବରଖାସ୍ତ କଲା ପାକିସ୍ତାନ ସେନା

ରାଓ୍ବଲପିଣ୍ଡି : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବା ପରେ ଗତ ମେ ୯ରେ ସାରା ପାକିସ୍ତାନରେ ହିଂସାକାଣ୍ଡ ହୋଇଥିଲା । ପାକିସ୍ତାନର କେତେକ ସେନା କାର୍ଯ୍ୟାଳୟ ଉପରେ ବି ଆକ୍ରମଣ ହୋଇଥିଲା । ଏବେ ପାକିସ୍ତାନ ସେନା … Read More

ଦିଗପହଣ୍ଡି ଦୁର୍ଘଟଣା: ସବୁ ମୃତକ ହେଉଛନ୍ତି ପୂର୍ବତନ ସାଂସଦଙ୍କ ସମ୍ପର୍କୀୟ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୧୧ଜଣଙ୍କର ଜୀବନ। ହେଲେ ଏହି ୧୧ ଜଣ ହେଉଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ସମ୍ପର୍କୀୟ। ଏବେ ବି ଏହି ଦୁର୍ଘଟଣାକୁ ନେଇ ନିଜର ପରିବାର ଲୋକ ଓ ସଂପର୍କୀୟମାନଙ୍କୁ … Read More

ସାକ୍ଷୀଗୋପାଳ ମନ୍ଦିରରେ ନୀତିକାନ୍ତି ବନ୍ଦ

ପୁରୀ: ସାକ୍ଷୀଗୋପାଳ ମନ୍ଦିରରେ ସେବାୟତଙ୍କ ଧାରଣାରେ ନୀତିକାନ୍ତି ବନ୍ଦ କରିଛନ୍ତି ସେବାୟତ । ସେବାୟତଙ୍କ ପାଇଁ ଥିବା ଶ୍ମଶାନ ଭାଙ୍ଗି ଦିଆଯାଇଥିବାରୁ ପ୍ରତିବାଦ କରାଯାଇଛି । ଓଡିଶା ବିଶ୍ୱବିଦ୍ୟାଳୟ ନିର୍ମାଣକାରୀ ସଂସ୍ଥା ଭାଙ୍ଗିଥିବା ସୂଚନା ଦିଆଯାଇଛି । ଶ୍ମଶାନ ଭଙ୍ଗା ପ୍ରତିବାଦ … Read More

KCRଙ୍କୁ ଝଟକା: କଂଗ୍ରେସରେ ମିଶିଲେ ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ ଓ ବିଧାୟକ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (KCR) ଓ ତାଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି (BRS)କୁ ଲାଗିଛି ବଡ଼ ଝଟକା। ସୋମବାର ୧୨ରୁ ଅଧିକ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ଅନ୍ୟ କାର୍ଯ୍ୟକର୍ତ୍ତା ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। … Read More

ଗୋଲ୍ଡୀ ବ୍ରାରର ଖୋଲା ଧମକ- ସଲମାନ ଖାନଙ୍କୁ ଆମେ ନିଶ୍ଚିତ ମାରିବୁ

ସଲମାନ ଖାନଙ୍କୁ ନିଶ୍ଚିତ ହତ୍ୟା କରାଯିବ ବୋଲି କହିଛି କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର। ଏକ ଘରୋଇ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛି। ଗୋଲ୍ଡୀ ବ୍ରାର କହିଛି, ଆମେ ତାଙ୍କୁ (ସଲମାନ ଖାନ) ମାରିବୁ। ତାଙ୍କୁ … Read More

ସନ୍ଦେହରୁ ଅପରାଧ: ବନ୍ଧୁଙ୍କ ତଣ୍ଟି କାଟି ରକ୍ତ ପିଇଲେ

ବନ୍ଧୁଙ୍କର ତଣ୍ଟି କାଟି ରକ୍ତ ପିଇବା ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି କର୍ଣ୍ଣାଟକାର ଚିକ୍କାବଲ୍ଲାପୁରରେ। ଅଭିଯୁକ୍ତଙ୍କ ନାଁ ବିଜୟ। ତାଙ୍କ ବନ୍ଧୁଙ୍କ ନାଁ ମହେଶ। ସେ ବଞ୍ଚି ଯାଇଛନ୍ତି ଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ … Read More