5-T ଙ୍କ ବିରୋଧରେ ମୁହଁ ଖୋଲିଲେ ବୋଲି ମିଶନ ଶକ୍ତି ମହିଳାଙ୍କ ଚାକିରି ଗଲା
ଭୁବନେଶ୍ବର : ୫-ଟି ସଚିବଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିବା ଜଣେ ମହିଳାଙ୍କୁ ପଡ଼ିଲା ମହଙ୍ଗା। ମିଶନ ଶକ୍ତି ଅଧୀନରେ ବ୍ୟାଙ୍କ ମିତ୍ର ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଏଭଳି ଅଭିଯୋଗ … Read More