ଗୃହରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ୍-୨୦୨୩

ଭୁବନେଶ୍ବର: ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବଲି ପାରିତ ହୋଇଯାଇଛି। ସେଗୁଡ଼ିକ ହେଲା ଓଡିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ … Read More

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ସିସୋରର ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ବିରୋଧରେ ଅତିରିକ୍ତ ଅଭିଯୋଗ ଆଣିଲା ଇଡି

ଭୁବନେଶ୍ବର: ସିସୋର ଆର୍ଥିକ ହେରଫେର ମାମଲାରେ ଫସିଥିବା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ବିରୋଧରେ ଚାଲିଥିବା ମାମଲାରେ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପୁଣି ଅତିରିକ୍ତ ଅଭିଯୋଗ ଦାୟର କରିଛି।ସୂଚନା ଅନୁସାରେ, ଗତ ଅଗଷ୍ଟ ୧୪ … Read More

ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ

ଭୁବନେଶ୍ଵର: ଆସନ୍ତା ୨୮ତାରିଖରେ ବନ୍ଦ ରହିବ ରାଜ୍ୟର ସମସ୍ତ ସରକାରୀ ଅଫିସ ଓ କୋର୍ଟ । ଏହି ଦିନକୁ ସରକାରୀ ଛୁଟିଦିନ ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ‘ପ୍ରୋଫେଟ ମହମ୍ମଦଙ୍କ ଜୟନ୍ତୀ’ ଅବସରରେ ସରକାରଙ୍କ ତରଫରୁ ଏହି … Read More

ତାମିଲନାଡୁକୁ କାବେରୀ ନଦୀ ଜଳ ଛାଡିବା ପ୍ରସଙ୍ଗ: ଆଜି ବେଙ୍ଗାଲୁରୁ ବନ୍ଦ ଡାକରା

ବେଙ୍ଗାଲୁରୁ : ପଡୋଶୀ ତାମିଲନାଡୁକୁ କାଭେରୀ  ନଦୀ ଜଳ ଛାଡିବା ପ୍ରସଙ୍ଗକୁ ନେଇ କର୍ଣ୍ଣାଟକରେ ବିରୋଧ ଚାଲିଛି  । ଏହାରି ମଧ୍ୟରେ ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।    ଆଜି କର୍ଣ୍ଣାଟକ କାର୍ଯ୍ୟକର୍ତ୍ତା ବତ୍ତଲ ନାଗରାଜଙ୍କ ନେତୃତ୍ୱରେ ‘କନ୍ନଡ ଓକୁଟା’ ବ୍ୟାନରରେ କର୍ଣ୍ଣାଟକ … Read More

ସ୍କୁଲ ବସ୍‌ ସହ ଅଟୋ ଧକ୍କା, ଚାଲିଗଲା ୫ ଜୀବନ

କେରଳର କାସାରାଗୋଡରେ ସ୍କୁଲ ବସ୍‌ ଏବଂ ଅଟୋ ରିକ୍ସା ଧକ୍କା ହୋଇ ଚାଲିଯାଇଛି ୪ ଜଣ ମହିଳା ସମେତ ୫ ଜଣଙ୍କ ଜୀବନ । ପୋଲିସ ସୂଚନା ମୁତାବକ, ବସ୍‌ଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ … Read More

ବାଣୀବିହାର ମେଟ୍ରୋ ଟାଓ୍ବାରରେ ଅଗ୍ନିକାଣ୍ଡ, ଦୁଇ ନାବାଳକ ଉଦ୍ଧାର

ଭୁବନେଶ୍ବର: ବାଣୀବିହାର ମେଟ୍ରୋ ଟାଓ୍ବାରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି କୋଠାର ୫ମ ମହଲାରେ ନିଆଁ ଲାଗିଯାଇଥିଲା । ଖବର ପାଇ ମଞ୍ଚେଶ୍ବର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏଥିସହ ଘଟଣାସ୍ଥଳରେ ଫସିଥିବା ଦୁଇ … Read More

ଆର୍ଥିକ ସଙ୍କଟ ବେଳେ ସରକାରୀ ଜମିରେ ଚାଷ କରିବ ପାକିସ୍ତାନ ସେନା

ନୂଆଦିଲ୍ଲୀ: ଶତ୍ରୁ ଦେଶ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ପାକିସ୍ତାନ ସେନା ୧ ନିୟୁତ ଏକର ସରକାରୀ ଜମିକୁ ନିଜ ଅକ୍ତିଆରକୁ ନେଇ ଖାଦ୍ୟଶସ୍ୟ ଚାଷ କରିବାକୁ ଯୋଜନା କରୁଛି। ଏହି ପଦକ୍ଷେପକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ … Read More

ମୋବାଇଲ ପାଇଁ ନାବାଳକକୁ ହତ୍ୟା

ସମ୍ବଲପୁର : ମୋବାଇଲ ପାଇଁ ନାବାଳକକୁ ହତ୍ୟା ଅଭିଯୋଗ । ସମ୍ବଲପୁର – ଅଇଁଠାପାଲି ଥାନା ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପରିସରରେରେ ଏହି ହତ୍ୟାକାଣ୍ଡ ଘଟିଛି । ମୋବାଇଲ ଚୋରିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ … Read More

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ

ଗୁଜୁରାଟ : ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥାତ୍ ୨୬ ଏବଂ ୨୭ ତାରିଖ ଗୁଜୁରାଟରେ ରହିବେ । ଏହି ସମୟରେ ସେ ଗୁଜୁରାଟ ବିଶ୍ୱସ୍ତରୀୟ ସମ୍ମିଳନୀର ୨୦ ବର୍ଷ ପୂର୍ତ୍ତି … Read More

ଅନୁଗୁଳରେ ଆଜି ପୁଣି ଜଣଙ୍କୁ ଦଳି ମାରିଲା ହାତୀ

ଅନୁଗୁଳ: ଥମୁନି ହାତୀଙ୍କ ଦୌରାତ୍ମ୍ୟ  । ଦିନକୁ ଦିନ ହାତୀ ମଣିଷ ଲଢେଇ ବଢିବାରେ ଲାଗିଛି  । କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ ଯାଉଛି  । ଏହାରି ମଧ୍ୟରେ ଆଜି … Read More