ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଓଡ଼ିଶା ପାଇକ ଏକାଡେମୀ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟର ଗୌରବମୟ ପାଇକ ପରମ୍ପରାର ସାମୁହିକ ବିକାଶ ନିମନ୍ତେ ଏହି କେନ୍ଦ୍ର ରାଜ୍ୟ ସରକାରଙ୍କ ଓଡିଆ ଭାଷା, … Read More

ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ

ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ନିମାପଡ଼ା OSWCର ଗୋଦାମ ଅଧିକ୍ଷକ ଦେବୀପ୍ରସାଦ ମହାନ୍ତି । ଟଙ୍କା ବ୍ୟାଗ୍ ଧରି ବସ୍ ପାଇଁ ଅପେକ୍ଷା କରିଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ । ଦେବୀପ୍ରସାଦଙ୍କ ଠାରୁ ନଗଦ ୨ଲକ୍ଷ ୧୪ହଜାର ଟଙ୍କା … Read More

ଅରୁଣ, ଅତନୁଙ୍କ ଉପରେ ବର୍ଷିଲେ ସୌମ୍ୟ

ଭୁବନେଶ୍ୱର: ୫ଟି ସଚିବଙ୍କ ବିରୋଧରେ ସମ୍ପାଦକୀୟରେ ମୁହଁ ଖାଲିବା ପରେ ଦଳ ଭିତରେ ଟାର୍ଗେଟରେ ଅଛନ୍ତି ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।  ଜଣକ ପରେ ଜଣେ ନେତା, ବିଧାୟକ, ମନ୍ତ୍ରୀ ସୌମ୍ୟଙ୍କୁ ଜବାବ ମାଗିବା ପରେ ପ୍ରତିଜବାବ … Read More

ବିଜେପି-ଜେଡିଏସ୍‌ ମଧ୍ୟରେ ବୁଝାମଣା, ୪ ଆସନ ଦେବାକୁ ଅମିତ ଶାହଙ୍କ ସହମତି

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପି ଏବଂ ଜେଡିଏସ ମଧ୍ୟରେ ଏକ ବୁଝାମଣା ହୋଇଥିବା ଖବର ସାମ୍ନାକୁ ଆସିଛି। ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଜେଡିଏସକୁ ୪ଟି ଆସନ ଦେବାକୁ ବିଜେପି ରାଜି ହୋଇଥିବା ଦଳର ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ … Read More

ଭିଜିଲାନ୍ସ ଜାଲରେ ଖଡିଆଳ ବ୍ଲକ୍ ସୁନାରୀସିକୁଆଁ ଜିଆରଏସ

ନୂଆପଡା: ଭିଜିଲାନ୍ସ ଜାଲରେ ଖଡିଆଳ ବ୍ଲକ୍ ସୁନାରୀସିକୁଆଁ ଜିଆରଏସ l ଜମି ମରାମତି ବିଲ ପାଇଁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାବେଳେ ମାଡିବସିଲା କୋରାପୁଟ ଭିଜିଲାନ୍ସ ଟିମ୍ । ଜିଆରଏସଙ୍କ ସହ ତାଙ୍କ ସାଙ୍ଗରେ ଥିବା ପିଅନକୁ ବି ଅଟକ ରଖି … Read More

ବ୍ଲାକମେଲ୍‌ କରୁଛନ୍ତି ସୌମ୍ୟ ବାବୁ; ଅତନୁ

ଭୁବନେଶ୍ୱର: ସୗମ୍ୟଙ୍କ ସମ୍ପାଦକୀୟ ବାଣ ଦଳୀୟ ନେତାଙ୍କ ମନରେ ଏବେ ପଶୁଛି । ତେଣୁ ୨୦ ଦିନ ପରେ ବିଜେଡି ବିଧାୟକ ସୌମ୍ୟଙ୍କୁ ଘେରିଛନ୍ତି  ନେତା, ମନ୍ତ୍ରୀ । ଦଳ ଭିତରୁ  ଆରମ୍ଭ ହୋଇଛି ଘନ ଘନ ଆଟାକ ।  … Read More

ଲୋକେ ମାଂସ ଖାଉଛନ୍ତି ବୋଲି ହିମାଚଳରେ ଆସୁଛି ପ୍ରଳୟ, ଆଇଆଇଟି ନିର୍ଦ୍ଦେଶକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ଲୋକେ ମାଂସ ଖାଉଛନ୍ତି ସେଥିପାଇଁ ହିମାଚଳରେ ବାରମ୍ବାର ଆସୁଛି ପ୍ରଳୟ । ଆଇଆଇଟି ମଣ୍ଡୀର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା। ପ୍ରକୃତରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓରେ … Read More

ଡିଲ୍ ବେଳେ ମାଡି ବସିଲା ଏସଟିଏଫ୍, ବଜ୍ରକାପ୍ତା ଉଦ୍ଧାର, ୨ ଗିରଫ

ଜୟପୁର: ଏସଟିଏଫ୍ ଜାଲରେ ଦୁଇ ବନ୍ୟଜନ୍ତୁ ଚୋରା ଚାଲାଣକରୀ । କୋରାପୁଟ ଜିଲ୍ଲା ପୋଲିସ ଓ ଜୟପୁର ବନବିଭାଗ ସହାୟତରେ ଏସଟିଏଫ୍ ଜୟପୁର-ବୈପାରିଗୁଡା ବାଇପାସ ରୋଡରେ ଚଢାଉ କରି ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ରାସ୍ତା କଡରେ … Read More

ଆଶାରାମ ବାପୁଙ୍କୁ ଜେଲ୍‌ରେ ମିଳିବ ଆୟୁର୍ବେଦିକ ଚିକିତ୍ସା

ଯୋଧପୁର ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ଆଶାରାମ ଦୀର୍ଘ ଦିନରୁ ନିଜ ଚିକିତ୍ସାକୁ ନେଇ ଚିନ୍ତିତ ଥିଲେ। ଆଶାରାମଙ୍କ ପକ୍ଷରୁ ଆୟୁର୍ବେଦ ଉପଚାର ପାଇଁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏହି … Read More

ନିଲମ୍ବନ ପରେ ମୁହଁ ଖୋଲିଲେ ମନ୍ମଥ; କହିଲେ, ‘ଭଲ ହେଲା

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବିତ ହେଲା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । କହିଲେ, ‘ଦଳରୁ ବାହାର କରି କରି ଭଲ କଲେ । ମତେ ଆଗକୁ ଯିବା ପାଇଁ ରାସ୍ତା ଦେଖାଇ … Read More