୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା; ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଦକ୍ଷିଣ-ଓଡିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳସ୍ଥ ସମୁଦ୍ର ମଧ୍ୟରେ ଗତକାଲି (ମଙ୍ଗଳବାର) ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସୃଷ୍ଟି ଆଜି (ବୁଧବାର) ଦୁର୍ବଳ ହୋଇ ପଡ଼ିଛି। କିନ୍ତୁ, ଲଘୁଚାପ କ୍ଷେତ୍ର ସହ ଜଡିତ ଥିବା … Read More

ଡିଏମକେ ନେତାଙ୍କ ‘ସନାତନ’ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସନାତନ ଧର୍ମ ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ ତାମିଲନାଡୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟର ଉପଯୁକ୍ତ ପ୍ରତିକ୍ରିୟା ଦରକାର। ନୂତନ ସଂସଦ ଭବନ ଉଦ୍‌ଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ପତ୍ର … Read More

ଆସନ୍ତାକାଲି ଭାରତ ଆସିବେ ବାଇଡେନ୍ : ସ୍ପଷ୍ଟ କଲା ହ୍ୱାଇଟ୍ ହାଉସ

ନୂଆଦିଲ୍ଲୀ : କଳ୍ପନା ଜଳ୍ପନାର ଅନ୍ତ । ଜି-୨୦ ସମ୍ମିଳନୀରେ ଯୋଗ ଦେବାକୁ ଆସନ୍ତାକାଲି ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ତେବେ କୋଭିଡ ଆକ୍ରାନ୍ତ ଯୋଗୁ ବାଇଡେନଙ୍କ ପତ୍ନୀ ଜିଲ୍ ବାଇଡେନ ଭାରତ ଆସିବେନି । ତେବେ ବାଇଡେନଙ୍କ … Read More

ବିଶ୍ୱବାସୀଙ୍କୁ ମିଲେଟ ମିଶନର ସଫଳତା କହିବେ ଦୁଇ ଆଦିବାସୀ ମହିଳା

ଜି-୨୦ ସମ୍ମିଳନୀରେ ଓଡ଼ିଶାର ମିଲେଟ ମିଶନର ସଫଳତାର କଥା କହିବେ ଦୁଇ ଆଦିବାସୀ ମହିଳା । କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଦୁଇ ଆଦିବାସୀ ମହିଳା ଦିଲ୍ଲୀ ଶିଖର ସମ୍ମିଳନୀରେ ମାଣ୍ଡିଆ, ବିଭିନ୍ନ କୃଷି ଉତ୍ପାଦ, ସୁସ୍ଥ ଖାଦ୍ୟାଭ୍ୟାସ ଏବଂ ମିଲେଟ … Read More

ପୁରୀରେ ଡକାୟତି ଯୋଜନା ପଣ୍ଡ, ୫ଜଣ ଗିରଫ

ପୁରୀ: ପୁରୀରେ ଡକାୟତି ଯୋଜନା ପଣ୍ଡ । ୫ଜଣଙ୍କୁ ଗିରଫ କଲା ବାସେଳୀ ସାହି ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀକରି ସୂଚନା ଦେଇଛି ବାସେଳୀ ସାହି … Read More

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ

ମାର୍ଶାଘାଇ: ରାଜନଗର ପରେ ମାର୍ଶାଘାଇରେ କୁମ୍ଭୀର ଆତଙ୍କ। ଲୁଣା ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କୁ ହଠାତ ଆକ୍ରମଣ କରିବାକୁ ମାଡ଼ି ଆସିଲା ୮ ଫୁଟ ଲମ୍ବର କୁମ୍ଭୀର । ସତର୍କ ଥିବାରୁ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ । ମାର୍ଶାଘାଇ … Read More

ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଠକେଇ, ଇଓଡବ୍ଲୁ ହାତରେ ଆଉ ଏକ ଅଭିଯୁକ୍ତ

ଭୁବନେଶ୍ଵର: ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ହାତରେ ସମବାୟ ବ୍ୟାଙ୍କରୁ ଋଣ ଠକେଇ ମାମଲାର ଅନ୍ୟ ଜଣେ ଅଭିଯୁକ୍ତ । ସମବାୟ ବ୍ୟାଙ୍କରୁ ୪.୧୩କୋଟି ଟଙ୍କାର ଋଣ ଆଣି ଠକେଇ କରିଥିବା ଅଭିଯୋଗରେ ଏମଡି. ସରଫରାଜ ଜେଭେଦକୁ ଗିରଫ କରିଛି … Read More

ପୁରୀ କେନାଲରେ ବୁଡ଼ି ଛାତ୍ର ନିଖୋଜ

ଭୁବନେଶ୍ଵର: ପୁରୀ ମୁଖ୍ୟ କେନାଲରେ ଭାସିଗଲେ ନାବାଳକ । ବାଲିଅନ୍ତା ରଙ୍ଗବଜାର ନିକଟ ପୁରୀ ମୁଖ୍ୟ କେନାଲରେ ଜଣେ ୧୭ବର୍ଷୀୟ ନାବାଳକ ଭାସିଯାଇ ନିଖୋଜଥିବା ଜଣାପଡିଛି । ନିଖୋଜ ଥିବା ନାବାଳକଜଣଙ୍କ ହେଉଛନ୍ତି ଝାରପଡା ଅଞ୍ଚଳର ଜୟଦେବ ପ୍ରସାଦ ।ଗତକାଲି ପୁରୀ … Read More

କଂଗ୍ରେସରୁ ପ୍ରାର୍ଥୀ ହେବେ ନାହିଁ ସୁର ରାଉତରାୟଙ୍କ ସାନପୁଅ ମନ୍ମଥ

ଭୁବନେଶ୍ୱର:ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଆଗାମୀ ନିର୍ବାଚନ ଲଢିବେ । କିନ୍ତୁ କଂଗ୍ରେସରୁ ନୁହେଁ । ପ୍ରାୟ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଧାୟକ ସୁର ରାଉତରାୟ ୭ ମାସ ପୂର୍ବରୁ  ରାଜନୀତିରୁ ସନ୍ୟାସ ନେବେ ବୋଲି … Read More

ବିଜେପି ଛାଡ଼ିଲେ ନେତାଜୀଙ୍କ ଅଣନାତି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ଆଜି ବିଜେପି ଛାଡ଼ିଛନ୍ତି। ବିଜେପି ପ୍ରତିଶ୍ରୁତି ମୁତାବକ ନେତାଜୀଙ୍କ ସ୍ୱପ୍ନ ପୂରଣ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ସେ ଦଳ ଛାଡ଼ିଥିବା କହିଛନ୍ତି। ଚନ୍ଦ୍ର ବୋଷ ୨୦୧୬ରେ ବିଜେପିରେ ଯୋଗ … Read More