ମହାକାଶରେ ସେଲଫି ନେଲା ଆଦିତ୍ୟ-L1

  ମହାକାଶରେ ସେଲଫି ନେଲା ଆଦିତ୍ୟ-L1। ଇସ୍ରୋର ଏହି ଉଚ୍ଚାଭିଳାଷୀ ସୂର୍ଯ୍ୟ ମିଶନ ଲକ୍ଷ୍ୟପଥ L1କୁ ଯିବା ସମୟରେ ନିଜର ସେଲଫି ନେବା ସହ ପୃଥିବୀ ଓ ଚନ୍ଦ୍ରର ଫଟୋ କ୍ଲିକ୍ କରିଛି। ଏହି ସମୟର କିଛି ଦୃଶ୍ୟ ଶେଆର୍ କରିଛି … Read More

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ; ସେପ୍ଟେମ୍ବର ୨୦ରେ ଏହି ସମୟରେ ମା’ଙ୍କ ନିକଟରେ ହେବ ନବାନ୍ନଲାଗି

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଗୁରୁବାର ଦିନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ସମ୍ବଲପୁର ସହରର ବ୍ରହ୍ମପୁର ମନ୍ଦିର ଟ୍ରଷ୍ଟ ଦ୍ବାରା <ଏହି ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ଏହି ଲଗ୍ନ ନିର୍ଦ୍ଧାରିତ ହୋଇଛି। ପଣ୍ଡିତ ମହାସଭାରେ … Read More

୪ ଜଣଙ୍କୁ ଉଠାଇନେଲା ଛତିଶଗଡ଼ ପୁଲିସ

ତେଲକୋଇ: କେନ୍ଦ୍ରାପଡ଼ା ଅଞ୍ଚଳର ଚାରିଜଣ ଯୁବକ ଛତିଶଗଡ଼ର ଲୋକଙ୍କଠାରୁ ପ୍ରାୟ ୫୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଠକେଇ କରି ଓଡ଼ିଶା ଚାଲି ଆସିଥିଲେ। ଛତିଶଗଡ଼ ପୁଲିସ ମୋବାଇଲ ଟ୍ରାକିଂ କରି ସେମାନଙ୍କ ପିଛା କରୁଥିଲା। ସମ୍ପୃକ୍ତ ଯୁବକମାନେ ପ୍ରଥମେ କେନ୍ଦ୍ରାପଡ଼ା, ପୁରୀ, … Read More

ରେଳ ଧାରଣା ଉପରେ ପଡ଼ିଲା ବିଶାଳ ଗଛ, ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ବେତନଟୀ ସଦର: ବେତନଟୀ ରେଳଷ୍ଟେସନରୁ ଅନତି ଦୂରରେ ଗୁରୁବାର ସକାଳ ସମୟରେ ଏକ ବିଶାଳ ଶାଳଗଛ ଉପୁଡି ରେଳଧାରଣାରେ ପଡି ଯାଇଥିବାବେଳେ ଟ୍ରେନ ଚଳାଚଳରେ ବ୍ୟାଘାତ ଦେଖା ଦେଇଛି | ସୂଚନା ଅନୁଯାୟୀ ଶାଳଗଛ ପଡିବା ଦ୍ୱାରା ବିଦ୍ୟୁତ ତାର … Read More

ପାକିସ୍ତାନର ଏକାଧିକ ଗାଁ ଅକ୍ତିଆର କଲା ତାଲିବାନ

ଇସଲାମାବାଦ୍‌ : ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍‌-ଇ-ତାଲିବାନ୍‌ (ଟିଟିପି) ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟିଟିପି ସଦସ୍ୟ ଓ ପାକିସ୍ତାନ ସେନା ମଧ୍ୟରେ … Read More

ସତର୍କ ସୂଚନା ଜାରୀ ହେବା ପରେ ସମସ୍ତ ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେଲା କମ୍ପାନୀ

ନୂଆଦିଲ୍ଲୀ: ଅଜୀର୍ଣ୍ଣ ଓ ବଦହଜମୀ ପାଇଁ ବ୍ୟବହାର ଡେଉଥିବା ଆଂଟାସିଡ ଡାଇଜିନ ଜେଲକୁ ଫେରାଇନେବା ପାଇଁ କମ୍ପାନୀ ନିର୍ଦ୍ଦେଶ ଦେଇଛି । ଏହି ଜେଲରୁ ଉତ୍କଟ ଗନ୍ଧ ଓ କଡା ସ୍ୱାଦ ବାହାରୁଥିବାରୁ ଡିସିଜିଆଇ କମ୍ପାନୀକୁ ସତର୍କ ସୂଚନା ଜାରୀ … Read More

ଉଡାଣ ପୂର୍ବରୁ ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା

ଦୁଇ ମହିଳା ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇଦେଲା ଏୟାର କାନାଡା । ଏୟାର କାନାଡା ବିମାନରୁ ଦୁଇ ମହିଳା ଯାତ୍ରୀଙ୍କୁ ଓହ୍ଲାଇଦେଇ ଟେକ୍‌ଅଫ୍‌ କରିଥିଲା । ବିମାନ ଓହ୍ଲାଇଥିବା ଦୁଇ ମହିଳା ସୋସିଆଲ ମିଡିଆରେ ନିଜ ଉପରେ ବିତିଥିବା କଥା ବଖାଣିଛନ୍ତି … Read More

ଆଜି ଭାରତ ଗସ୍ତରେ ଆସିବେ ଜୋ ବାଇଡେନ୍

ନୂଆଦିଲ୍ଲୀ : ଆଜି ଭାରତ ଗସ୍ତରେ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା G20 ସମ୍ମିଳନୀରେ ଯୋଗଦେବେ । ଜୋ ବାଇଡେନ ଆଜି ନିଜ ଏୟାର ଫୋର୍ସ ୱାନ ବିମାନରେ ଭାରତ ପହଞ୍ଚିବେ। ଏହା ପୂର୍ବରୁ … Read More

ଭାରତ ଆସିବା ପୂର୍ବରୁ ଦେଶ ସହ ତାଙ୍କର ସଂଯୋଗକୁ ନେଇ ଗର୍ବ କରୁଥିବା କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଳୀ: ଆଗକୁ ଜି-୨୦ ସମ୍ମିଳନୀ ପାଇଁ ଭାରତ ଆସିବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ। ତା’ପୂର୍ବରୁ ସେ ‌ଏକ ବଡ଼ ବୟାନ ଦେଇଛନ୍ତି। ସୁନକ କହିଛନ୍ତି ଯେ ସେ ନିଜର ଭାରତୀୟ ସଂଯୋଗକୁ ନେଇ ଗର୍ବ ଅନୁଭବ କରନ୍ତି। ନ୍ୟୁଜ୍‌ … Read More

ଅତିଥିଙ୍କ ପ୍ଲେଟରେ ରହିବ ମୁଗଲାଇ ଡିସ୍‌ ସାଙ୍ଗକୁ ଚଟପଟା ଚାଟ୍‌

ଉତ୍ତର ଭାରତର ମୁଗଲାଇ ଡିସ୍‌ ସାଙ୍ଗକୁ ଦକ୍ଷିଣ ଭାରତର ପରିଚୟ ବହନ କରୁଥିବା ସ୍ୱତନ୍ତ୍ର ଡିସ୍‌। ତା’ ସାଙ୍ଗକୁ ନୂଆ ଦିଲ୍ଲୀର ଭଳିକି ଭଳି ଚାଟ୍‌ । ଆସନ୍ତା G-୨୦ ସମ୍ମିଳନୀ ପାଇଁ ଭାରତ ଆସିବାକୁ ଥିବା ଅତିଥିଙ୍କୁ ଭାରତ … Read More