ପୂର୍ବତନ ବାଚସ୍ପତି ତଥା ବର୍ତ୍ତମାନର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ବର/ଦିଗପହଣ୍ଡି: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ୭୫ ବର୍ଷ ବୟସରେ ପରଲେକ ହୋଇଯାଇଛି। ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ଥିବା ବେଳେ ଆଜି ସନ୍ଧ୍ୟା ୭ଟା ୩୧ରେ ଦେହାନ୍ତ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କ … Read More

ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ, ୭ ମୃତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ, ୩ ଆହତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଅରାଙ୍ଗ ଗ୍ରାମର ରଞ୍ଜତ ରଣସିଂହ … Read More

ହୀରାକୁଦ ବିସ୍ଥାପିତଙ୍କୁ ଖୁବ ଶୀଘ୍ର ମିଳିବ ଜମି ପଟ୍ଟା

ଭୁବନେଶ୍ୱର:  ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ ତୁରନ୍ତ କରାଯିବ  ଏବଂ  ଲୋକଙ୍କୁ ପଟ୍ଟା ଦିଆଯିବ ବୋଲି  ନୀତିଗତ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ହୀରାକୁଦ ବନ୍ଧ ବିସ୍ଥାପିତଙ୍କୁ ସରକାର ଜମିପଟ୍ଟା ଦେବେ  । ଗଞ୍ଜାମ ସୋରଡା ବ୍ଲକ୍‌ର ୧୭ଟି ଗାଁର … Read More

ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ

ଭୁବନେଶ୍ବର/ବାଲେଶ୍ବର: ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତଦନ୍ତକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌ (ସିବିଆଇ) ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।  ସିବିଆଇ ୧୯୮୯ ରେଲୱେ ଆକ୍ଟ … Read More

ସରକାରୀ କାମ ନୁହେଁ, ବାହାଘର ଭୋଜି ଖାଇବା ପାଇଁ ହେଲିକପ୍ଟରରେ ଉଡୁଛନ୍ତି ପାଣ୍ଡିଆନ- ବିଜେପି

ଭୁବନେଶ୍ୱର: ସରକାରୀ କାମ ନୁହେଁ, ପାରିବାରିକ ଆମୋଦ ପ୍ରମୋଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ହେଲିକପ୍ଟରରେ ଯାଉଛନ୍ତି । କେତେବେଳେ ବାହାଘର ଭୋଜି ଖାଇବା ପାଇଁ ତ କେତେବେଳେ ପାରିବାରିକ ଭୋଜିରେ ଯୋଗ ଦେବା ପାଇଁ ୫ଟି ସଚିବ ହେଲିକପ୍ଟର … Read More

ଚନ୍ଦ୍ରଯାନ-୩ ରୋଭରର ଚନ୍ଦ୍ରରେ ନିଆରା ସଫଳତା

ନୂଆଦିଲ୍ଲୀ: ଆଦିତ୍ୟ-ଏଲ୍‌-୧ ମହାକାଶଯାନ ସୂର୍ଯ୍ୟର ଅଧ୍ୟୟନ ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ଚନ୍ଦ୍ରଯାନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ରରେ ଆଉ ଏକ ଐତିହାସିକ ମାଇଲ ଖୁଣ୍ଟ ହାସଲ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି ଯେ ରୋଭର … Read More

ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ

ପୁରୀ: ପୁରୀ ପେଣ୍ଠକଟା କନକଦୁର୍ଗା ସାହିରେ ବୋମା ବିସ୍ଫୋରଣ । ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଏହି ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ତେବେ ବିସ୍ଫୋରଣରେ କାହାର କିଛି କ୍ଷତି ହୋଇନଥିବା ବେଳେ ଏକ କୁକୁରର … Read More

କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍

କୋରାପୁଟ: କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍। ନାବାର୍ଡ ଏବଂ ଓଡ଼ିଶା ସରକାରଙ୍କ  ସହଯୋଗରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, କୃଷକ ଉତ୍ପାଦକ କମ୍ପାନି ଜୈବିକ୍ ଏସଆରଆଇ  “କୋରାପୁଟ କାଲାଜିରା ଚାଉଳ” ପାଇଁ ଜିଆଇ ଟ୍ୟାଗ୍ ପାଇଲା। ଏହି … Read More

ପୀତ ସାଗର ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କଲା ଉତ୍ତର କୋରିଆ

ସିଓଲ୍‌: ଆଜି ପ୍ରତ୍ୟୁଷରେ ଉତ୍ତର କୋରିଆ କୋରୀୟ ଉପଦ୍ବୀପର ପଶ୍ଚିମ ଉପକୂଳରେ ଥିବା ପୀତ ସାଗର (ୟେଲୋ ସି) ମଧ୍ୟକୁ ଏକାଧିକ କ୍ରୁଜ୍‌ ମିସାଇଲ୍‌ ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ଆଜି ସ୍ଥାନୀୟ ସମୟ ଭୋର୍‌ ୪ଟା … Read More

5T ସଚିବଙ୍କ ଗସ୍ତକୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ୱର:ଫାଇଭ ଟି ସଚିବଙ୍କୁ ନେଇ ମୁହାଁମୁହିଁ ହୋଇଛନ୍ତି ସରକାର ଓ ବିରୋଧୀ ।  ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ରାଜନୈତିକ ମାହୋଲ ବି ସରଗରମ । ସାରା ରାଜ୍ୟ ବୁଲୁଛନ୍ତି ସଚିବ … Read More