ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ; ସପକ୍ଷରେ ୨୧୫, ବିରୋଧରେ ୦ ଭୋଟ
ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀଶକ୍ତି ବନ୍ଦନା ବିଲ୍ ୨୦୨୩’ । ବିଲର ସମର୍ଥନରେ ୨୧୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା ବୋଲି ଭୋଟିଂ ପରେ ରାଜ୍ୟସଭା ସଭାପତି ଜଗଦୀପ … Read More