ଡମ୍ଫର ସହିତ ପିଟି ହେଲା ପିକଅପ୍ ଭ୍ୟାନ୍, ଦମ୍ପତିଙ୍କ ସମେତ ୪ ମୃତ
ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଭୟଙ୍କର ଦୁର୍ଘଟଣା ଘଟି ୪ ଜଣଙ୍କର ପ୍ରାଣ ଚାଲିଯାଇଛି । ପିକଅପ୍ ଭ୍ୟାନ ଏବଂ ଡମ୍ଫର ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦମ୍ପତିଙ୍କ ସମେତ ୪ ଜଣଙ୍କର ପ୍ରାଣ ଚାଲିଯାଇଛି … Read More