ଭଦ୍ରକ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ
ଭୁବନେଶ୍ୱର: ବିଗତ କିଛିଦିନ ଧରି ଶଙ୍ଖ ଭବନ ଠାରେ ଚାଲିଥିବା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ସଂଗଠନକୁ ସଶକ୍ତ କରିବା ଏବଂ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଜିଲ୍ଲା ନେତୃତ୍ୱ ମାନଙ୍କର ବୈଠକ ଚାଲିଛି। ଏହି … Read More