ବିବାହ ବାହାନାରେ ଠକେଇ ଅଭିଯୋଗ, ଅଭିଯୁକ୍ତ ବିରଞ୍ଚି ନାରାୟଣ ଗିରଫ
ଭୁବନେଶ୍ବର: ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ବିରଞ୍ଜି ନାରାୟଣ ନନ୍ଦଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି। ଠକେଇ ଲିଙ୍କ୍ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ଲମ୍ବିଛି। ଠକ ଯୁବକ କେତେବେଳେ ନିଜକୁ ରେଳବାଇ ଅଫିସର ତ କେତେବେଳେ … Read More