ଟ୍ରେଡିଂ ନାଁରେ ଡାକ୍ତରଙ୍କ ଆକାଉଣ୍ଟରୁ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା, ଦୁଇ ସାଇବର ଠକ ରାଜସ୍ଥାନରୁ ଗିରଫ
ଭୁବନେଶ୍ବର : ଟ୍ରେଡିଂ ନାଁରେ ଡାକ୍ତରଙ୍କ ଆକାଉଣ୍ଟରୁ ଚଳୁ ହୋଇଗଲା ୧୦ କୋଟିରୁ ଅଧିକ ଟଙ୍କା । ଠିକିଲା ପରେ ଡାକ୍ତର ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ୍ ଆଜି ଦୁଇ … Read More