ପୁରୀ ଶ୍ରୀନହରରେ ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜାଙ୍କର ୧୪୩୨ ସାଲ ଓ ୬୮ ଅଙ୍କର ପ୍ରବେଶ

ପୁରୀ: ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପ୍ରହର ଧୂପ ପରେ ଶ୍ରୀମନ୍ଦିରରେ ପାଳିତ … Read More

ଆସନ୍ତାକାଲି ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି ଗଭୀର ଅବପାତ । ୪୮ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଏବେ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି। ଏହା ପଶ୍ଚିମ ଦିଗକୁ ଧୀରେ ଧୀରେ … Read More

ରାହୁଲ ଗାନ୍ଧିଙ୍କୁ ଦେଶର ୧ନଂ ଆତଙ୍କବାଦୀ କହିଲେ କେନ୍ଦ୍ରମନ୍ତ୍ରୀ

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଶିଖମାନଙ୍କ ଉପରେ ଦେଇଥିବା ବୟାନକୁ ତୀବ୍ର ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରବନୀତ ସିଂହ ବିଟ୍ଟୁ। ସେ ରାହୁଲ ଗାନ୍ଧିଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଛନ୍ତି। ଏଥିସହ ରାହୁଲ ଗାନ୍ଧି … Read More

ଢାବା ମାଲିକଙ୍କ ଉପରେ ମାଡ଼ିଗଲା ଟ୍ରକ୍

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ବାଲିଡିଆ ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବାରିହାପୁର ଗାଁ ନିକଟରେ ଏକ ଦୁର୍ଘଟଣା ଘଟିଛି। ଜଣେ ଢାବା ମାଲିକଙ୍କ ଉପରେ ଉପରେ ଟ୍ରକ୍ ମାଡ଼ିଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀବତ୍ସ ସାହୁ। … Read More

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା

ଜେଲରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨ ଦିନ ଭିତରେ ଇସ୍ତଫା ଦେବେ। ଆଜି କେଜ୍ରିୱାଲ ଏପରି ଘୋଷଣା କରିବା ପରେ ବିଜେପି ସାଂଘାତିକ କଥା କହିଛି। ଦଳ ଏପରି ଘୋଷଣାକୁ ସମାଲୋଚନା କରିବା ସହ ଆପ୍‌ରେ ବିବାଦ … Read More

କାନ୍ଥ ପଡ଼ି ଜେଜେ ମା’ମୃତ, ନାତୁଣୀ ଗୁରୁତର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଥାନା ଅନ୍ତର୍ଗତ ସଉରାପାଲି ଗାଁରେ ଏକ ଅଘଟଣ ଘଟିଛି। କାନ୍ଥ ପଡ଼ିଯିବାରୁ ଜେଜେ ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ୨ବର୍ଷର ନାତୁଣୀ ଗୁରୁତର ଆହତ ହୋଇଛି। ଲଗାତାର ବର୍ଷା ଯୋଗୁ ଘରର କାନ୍ଥ ଦୁର୍ବଳ … Read More

ମାଆକୁ ଦୁଇ ପୁଅ ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ

କଟକ: ମାଆକୁ ୨ ପୁଅ ଗଳା କାଟି ହତ୍ୟା କରିବା ଘଟଣାରେ ପୋଲିସ୍ ଦେଲା ଚାଞ୍ଚଲ୍ୟକର ତଥ୍ୟ । ସାମାନ୍ୟ ଝଗଡା ପାଇଁ ପ୍ରତିଶୋଧ ପରାୟଣ ହୋଇ ୨ ପୁଅ ମିଶିକି ନେଇଗଲେ ମାଆ ଜୀବନ । କଟକ ମହାନଦୀ ବିହାରରରେ … Read More

ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି: ଷ୍ଟେଜରେ ଚଢ଼ି ଗଲେ ଯୁବକ

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସୁରକ୍ଷାରେ ହୋଇଛି ବଡ଼ଧରଣର ତ୍ରୁଟି। ମୁଖ୍ୟମନ୍ତ୍ରୀ ଷ୍ଟେଜ ଉପରେ ବସିଥିବା ବେଳେ ଏହା ଉପରେ ଚଢ଼ି ଯାଇଛନ୍ତି ଜଣେ ଅଜଣା ଯୁବକ। ସେ ଷ୍ଟେଜରେ ଚଢ଼ି ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଦ୍ରୁତଗତିରେ ଯାଉଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ କାବୁ … Read More

ମକା ଫସଲ ଖାଇଯିବାରୁ ଷଣ୍ଢକୁ ବାନ୍ଧି ୭ଦିନ କାଳ ଉପାସରେ ରଖିଲା ଜମି ମାଲିକ

ଉମରକୋଟ: ଦୁନିଆରେ ଏଭଳି ମାନବିକତା ହୀନ ଏବଂ ନୃଶଂସ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ୱାର୍ଥ ପାଇଁ ଯେକୌଣସି ସ୍ତରକୁ ବି ଯାଇପାରନ୍ତି । ଯେମିତି ସେମାନଙ୍କ ମନରେ ଦୟା, କ୍ଷମା କିଛି ବି ନଥାଏ । ତେବେ ମାନବିକତାର ସବୁ … Read More

ଝାଡ଼ାବାନ୍ତିରେ ୨ ମୃତ, ୩୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ବ୍ୟାପୁଛି ଝାଡ଼ାବାନ୍ତି । ତୁରକେଲା ବ୍ଲକ ମହୁଲପାର୍ଟି ପଞ୍ଚାୟତର କାନ୍ଦଗାଡ ଗାଁରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ତେବେ ଏଥିରେ ମୃତ୍ୟୁ ଘଟିଥିବା ୨ … Read More