କେରଳରେ ଦ୍ୱିତୀୟ MPox ରୋଗୀ ଚିହ୍ନଟ
ଭାରତରେ ବଢୁଛି MPox ମାମଲା । କେରଳରେ ଏବେ ଦ୍ୱିତୀୟ ମାମଲା ରିପୋର୍ଟ କରାଯାଇଛି । ରାଜ୍ୟର ଏର୍ନାକୁଲମ୍ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ରୋଗୀଙ୍କୁ ହସ୍ପିଟାଲରେ ଆଇସୋଲେଟ୍ କରାଯାଇଛି ଏବଂ ସେଠାରେ ତାଙ୍କର ଚିକିତ୍ସା ଚାଲିଛି … Read More