ରାଉରକେଲା ଗଣଦୁଷ୍କର୍ମ ଘଟଣାରେ ଜେଲ୍ ଗଲେ ୬ ଅଭିଯୁକ୍ତ

ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଜଣେ ୧୭ ବର୍ଷର ବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ସ୍ୱତନ୍ତ୍ର POCSO କୋର୍ଟ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି। ଯାହା ପରେ ସମସ୍ତଙ୍କୁ ଜେଲ ପଠାଇଦିଆଯାଇଛି। ଏହି ୬ ଜଣଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ କରାଯିବା ପରେ … Read More

ଜମ୍ମୁ କଶ୍ମୀରରେ ନସ୍ରଲ୍ଲା ସମର୍ଥନରେ ରାଲି, ପିଡିପି ଉପରେ ବର୍ଷିଲା ବିଜେପି

ଜମ୍ମୁ କଶ୍ମୀରରେ ପଡ଼ିଛି ମଧ୍ୟପ୍ରାଚ୍ୟ ହିଂସାର ପ୍ରଭାବ। ଲେବାନରର ସମର୍ଥିତ ସଂଗଠନ ହେଜବୁଲାର ମୁଖ୍ୟ ହାସନ ନସ୍ରଲ୍ଲାର ମୃତ୍ୟୁକୁ ବିରୋଧ କରି ଆଜି ଜମ୍ମୁ କଶ୍ମୀରରେ କିଛି ଲୋକ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଜମ୍ମୁ କଶ୍ମୀର ବୁଡଗାମରେ ଏହି ପ୍ରତିବାଦ … Read More

ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ରହସ୍ୟ

ଯାଜପୁର: ପୁଣି ଖୋଲିବ ସ୍ମିତାରାଣୀ ମୃତ୍ୟୁ ମାମଲା । ଧର୍ମଶାଳା ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲାର ତଦନ୍ତ ହେବ । ଆଜି ଯାଜପୁର ବଡଚଣାରେ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ … Read More

ବିଜେପିରେ ମିଶିଲେ ଦଶପଲ୍ଲା ଏନ୍‌ଏସି ଉପାଧ୍ୟକ୍ଷ

ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନ୍‌ଏସିର ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାସ ଆଜି ବିଜେପିରେ ଯୋଗ ଦେଇଛନ୍ତି। କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଓ ବିଜେପିର ସମସ୍ତ ବ୍ଲକ୍ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ଶ୍ରୀ … Read More

‘୨୪ ବର୍ଷରେ ବିକାଶ ନାଁରେ ବିନାଶ କରିଛି ବିଜେଡି’-ମୁଖ୍ୟମନ୍ତ୍ରୀ

ଯାଜପୁର: ‘ବିକାଶ ନାଁରେ ଓଡିଶାର ବିନାଶ କରିଛି ବିଜେଡି । ଓଡିଶାକୁ ଲୁଟିଛି । ଯାଜପୁରକୁ ବହୁ ପଛକୁ ନେଇଯାଇଛି ।’ ଆଜି ଯାଜପୁର ବଡଚଣାରେ ବିଜେଡି ପ୍ରତି ସ୍ବର ଶାଣିତ କରି କିଛି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ … Read More

ଆମେରିକାରେ ଘୂର୍ଣ୍ଣିବାତ୍ୟା ‘ହେଲେନ୍‌’ ନେଲା ୫୦ରୁ ଅଧିକ ଜୀବନ, ମେକ୍ସିକୋରେ ‘ଜନ୍‌’ର ତାଣ୍ଡବ

ଆମେରିକାରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିବାତ୍ୟା ‘ହେଲେନ୍‌’ । ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ବାସହୀନ ହୋଇପଡ଼ିଛନ୍ତି । ସେପଟେ ମେକ୍ସିକୋରେ ଘୂର୍ଣ୍ଣିବାତ୍ୟା ‘ଜନ୍‌’ ମଧ୍ୟ ବହୁ ବିନାଶ ଘଟାଇଛି । ଦକ୍ଷିଣ-ପଶ୍ଚିମ … Read More

ଆସୁଛି ଆଉ ଏକ ଲଘୁଚାପ!

ଅକ୍ଟୋବର ୬ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ ପକ୍ଷରୁ ୨୭ ସେପ୍ଟେମ୍ବରରୁ ୧୦ ଅକ୍ଟୋବର ପର୍ଯ୍ୟନ୍ତ ରାଜ୍ୟର ପାଣିପାଗକୁ ନେଇ କରାଯାଇଥିବା ବିସ୍ତାରିତ ପରିସର ଆକଳନରେ ଏହି … Read More

ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଓ ନିଗମ ଅଧ୍ୟକ୍ଷ

ଭୁବନେଶ୍ବର: ଖୁବଶୀଘ୍ର ନିଯୁକ୍ତ ହେବେ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ । ବରିଷ୍ଠ ତଥା ଅବସରପ୍ରାପ୍ତ ଅଧିକାରୀଙ୍କୁ ଏଥିରେ ସାମିଲ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସାମଲ କହିଛନ୍ତି, ସଦସ୍ୟତା ଅଭିଯାନ … Read More

ପୁଣି ହିଜବୁଲ୍ଲା ଉପରେ ଇସ୍ରାଏଲର ଆକ୍ରମଣ, ନସରଲ୍ଲା ପରେ ଗୁଇନ୍ଦା ସୁରକ୍ଷାର ଟପ କମାଣ୍ଡର ମୃତ

ହିଜବୁଲ୍ଲାକୁ ଆଉ ଏକ ଝଟକା । ହିଜବୁଲ୍ଲା ପଛରେ ପଡିଯାଇଛି ଇସ୍ରାଏଲ ସେନା । ହିଜବୁଲ୍ଲାର ମୁଖ୍ୟ କମାଣ୍ଡର ହସନ ନସରୁଲ୍ଲାକୁ ହତ୍ୟା କରିବା ପରେ ପୁଣି ଜଣେ ଟପ୍‌ କମାଣ୍ଡରକୁ ହତ୍ୟା କରିଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣରେ ହିଜବୁଲ୍ଲା … Read More

ଡିପଥେରିଆକୁ ନେଇ ମାଲକାନଗିରିରେ ଆତଙ୍କ

ମାଲକାନଗିରି: ମାଲକାନଗିରିରେ ଚିହ୍ନଟ ହେଲା ଡିପଥେରିଆ। ଡିପଥେରିଆ ରୋଗକୁ ନେଇ ମାଲକାନଗିରିରେ ଆତଙ୍କ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ବ୍ୟାପିଛି ଡିପଥେରିଆ ରୋଗ। ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ ମାଡକାମୀ(୧୧)ଙ୍କ ଠାରୁ … Read More