ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ … Read More

ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ପତ୍ନୀଙ୍କୁ ନେଇ ଅକ୍ଷରଧାମ ମନ୍ଦିର ଭ୍ରମଣ

ନୂଆଦିଲ୍ଲୀ: ‘ଜି୨୦’ ଶିଖର ସମ୍ମିଳନୀରୁ ସାମାନ୍ୟ ବିରତି ନେଇ ଆଜି ସକାଳୁ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ଦିଲ୍ଲୀସ୍ଥିତ ଅକ୍ଷରଧାମ ମନ୍ଦିରକୁ ଯାଇଥିଲେ। ସେଠାରେ ମନ୍ଦିରରେ ପୂଜା ଓ ଆଳତି କରିଥିଲେ ଦୁହେଁ । … Read More

ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଜି-20 ଦେଶର ରାଷ୍ଟ୍ରମୁଖ୍ୟ

ଜି-20 ଶିଖର ସମ୍ମିଳନୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି। ଆଜି ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଜି-20 ଦେଶର ରାଷ୍ଟ୍ରମୁଖ୍ୟ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସକାଳେ ବାପୁଙ୍କ ସମାଧି ପୀଠରେ ପହଞ୍ଚି ନିରବ … Read More

ଇସ୍ରୋକୁ ମିଳିଲା ଆଉ ଏକ ସଫଳତା: ଚତୁର୍ଥ କକ୍ଷପଥରେ ପ୍ରବେଶ କଲା ଆଦିତ୍ୟ L1

ନୂଆଦିଲ୍ଲୀ : ସନ୍ ମିଶରେ ଆଗକୁ ବଢ଼ୁଛି ଇସ୍ରୋର ମହାକାଶଯାନ ଆଦିତ୍ୟ L1 । ସଫଳତାର ସହ ଆଜି ତୃତୀୟ ଆର୍ଥ ବାଉଣ୍ଡ ମାନ୍ୟୁଭର ବା ତୃତୀୟ କକ୍ଷପଥ ପରିବର୍ତ୍ତନ କରିଛି । ଚତୁର୍ଥ କକ୍ଷପଥରେ ପ୍ରବେଶ କରିଛି ସ୍ପେସକ୍ରାଫ୍ଟ । ଏବେ … Read More

ଦୁର୍ଗା ପୂଜା ଲାଗି କଟକରେ ଶାନ୍ତି କମିଟି ବୈଠକ, ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି

କଟକ: ଦୁର୍ଗା ପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦୁର୍ଗା ପୂଜାକୁ କେଉଁ ଭଳି ଭାବରେ ଶାନ୍ତି ଶୃଙ୍ଖଳା ସହିତ କରାଯିବ, ସେ ବିଷୟରେ ପୂଜା କମିଟି ପକ୍ଷରୁ ଦିଆଯାଇଥିବା ବିଭିନ୍ନ … Read More

ମୁଁ ବି ଗୀତା, ଉପନିଷଦ୍ ପଢିଛି: ରାହୁଲ ଗାନ୍ଧି

ପ୍ୟାରିସ୍ : ଭାରତରେ ଅନୁଷ୍ଠିତ ହେଉଥିବା ଜି-୨୦ ବୈଠକରେ ଯୋଗଦେବାକୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନେ ଭାରତରେ ଅଛନ୍ତି । ଭାରତର ସଫଳ ଆୟୋଜନକୁ ସମଗ୍ର ବିଶ୍ବ ପ୍ରସଂଶା କରୁଛି । କିନ୍ତୁ ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି  … Read More

ଗୋଟିଏ ପରିବାରର ୩ଜଣ ପିଇଦେଲେ ବିଷ, ଭାଇଭଉଣୀଙ୍କ ମୃତ୍ୟୁ, ମା’ ଗୁରୁତର

ବରଗଡ଼: ପରିବାରର ମୁଖ୍ୟଙ୍କ ବିୟୋଗରେ ସ୍ତ୍ରୀ ଓ ପୁଅଝିଅ ଭାଙ୍ଗି ପଡ଼ିଥିଲେ। ଏହି କାରଣରୁ ବିଷପିଇ ଜୀବନ ହାରିବାକୁ ଚାହୁଁଥିଲେ। କୀଟନାଶକ ପିଇଲା ପରେ ମା’, ପୁଅ ଓ ଝିଅ ଗୁରୁତର ହୋଇଥିଲେ। ତେବେ ଡାକ୍ତରଖାନା ନେବା ସମୟରେ ଭାଇଭଉଣୀଙ୍କ … Read More

ବେଲ୍ଟ ଓ ରୋଡ ପ୍ରକଳ୍ପରୁ ଓହରିବା ମୁଡ୍‌ରେ ଇଟାଲୀ, ଜି-୨୦ରେ ଚାଇନାକୁ ଜଣାଇଲା

ଚାଇନା ଦ୍ୱାରା ଚାଲିଥିବା ବେଲ୍ଟ ଓ ରୋଡ୍‌ ପ୍ରକଳ୍ପରୁ ଓହରି ଯିବା ଯୋଜନାରେ ଇଟାଲୀ। ଭାରତରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବେଳେ ଏକଥା ଚାଇନାର ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ପରୋକ୍ଷରେ ଜଣାଇ ଦେଇଛନ୍ତି ତାଙ୍କ ଇଟାଲୀ ପ୍ରତିପକ୍ଷ ଜର୍ଜିଆ ମେଲୋନି। … Read More

୧୨ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

କାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ପଶ୍ଚିମ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ଏହାର … Read More

ସରିଲା ଜି-20 ଶିଖର ସମ୍ମିଳନୀ, ନଭେମ୍ବରରେ ଭର୍ଚୁଆଲ ବୈଠକ ପାଇଁ ପରାମର୍ଶ ଦେଲେ ମୋଦି

ଜି-20 ଶିଖର ସମ୍ମିଳନୀର ଚଳିତ ସଂସ୍କରଣ ଶେଷ ହୋଇଛି। ଦୁଇ ଦିନ ଧରି ଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଉଦଯାପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରାଜିଲ ରାଷ୍ଟ୍ରପତିଙ୍କୁ ଅଧ୍ୟକ୍ଷତା ଦାୟିତ୍ୱ ଦେଇ ସଭା ସାଙ୍ଗ … Read More