୪୦ ଡିଗ୍ରି ଉପରେ ୨୦ ସହରର ତାପାମାତ୍ରା, ଝାରସୁଗୁଡ଼ା ସର୍ବାଧିକ ୪୪.୮ ଡିଗ୍ରି
ଭୁବନେଶ୍ବର: ପ୍ରଚଣ୍ଡ ଖରା ସହିତ ଗୁଳୁଗୁଳିରେ ରାଜ୍ୟବାସୀ ଛଟପଟ ହେଉଛନ୍ତି। ଥଣ୍ଡା ପବନ ପାଇବାକୁ ବ୍ୟାକୁଳ ହେଉଥିଲେ ବି ଏହା ମିଳୁନାହିଁ। ମୁଣ୍ଡଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ କାରଣରୁ ଏଭଳି ଅବସ୍ଥା ଦେଖାଯାଇଛି। … Read More