ଘରେ ପଶୁଣୁ ଚାଳ ବାଜିଲାଣି : ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ ନକଲେ ପରବର୍ତ୍ତୀ ବୈଠକକୁ ଆପ୍ ବର୍ଜନ କରିବ
ନୂଆଦିଲ୍ଲୀ : ବିଜେପି ବିରୋଧରେ ମହଗଠବନ୍ଧନ ତିଆରି କରିବାକୁ ବିରୋଧୀ ଆରମ୍ଭ କରିଥିବା ଯୋଜନାରେ ଆମ୍ଭରୁ କେଁ ପଶିଛି। ଆଜି ୧୬ଟି ବିରୋଧୀ ଦଳର ନେତା ପାଟନାରେ ବୈଠକ କରିବା ସହ ଏକାଠି ସାମ୍ବାଦିକ ସମ୍ମିଳନୀ କରି ଏକତାର ବାର୍ତ୍ତା ଦେବାକୁ … Read More