ଟିପିସିଓଡିଏଲ୍ର ଏକକାଳୀନ ସମାଧାନ ଯୋଜନା: ଗ୍ରାହକଙ୍କୁ ବକେୟା ରାଶି ଉପରେ ମିଳିବ ସ୍ବତନ୍ତ୍ର ରିହାତି
ଭୁବନେଶ୍ବର: ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକକାଳୀନ ସମାଧାନ ଯୋଜନା(ଓଟିଏସ୍) ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି । ଯାହାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ଙ୍କ ଅନୁମୋଦନ ମିଳିଛି । ସୁଚିନ୍ତିତ ଭାବେ ପ୍ରସ୍ତୁତ ଏହି ଯୋଜନାର … Read More