ଏସସିଓ ସମ୍ମିଳନୀରେ ଆତଙ୍କବାଦ ନେଇ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ଆଜି ଆରମ୍ଭ ହୋଇଥିବାବେଳେ ଭର୍ଚ୍ଚୁଆଲ ମୋଡରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ । ସମ୍ମିଳନୀରେ ଭାରତ, ପାକିସ୍ତାନ, ଚୀନ, ରୁଷ … Read More

ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ମାନହାନି ମାମଲାରେ ଦଣ୍ଡ ଉପରେ ହାଇକୋର୍ଟଙ୍କ ରୋକ!

ମାନହାନୀ ମାମଲାରେ ରାହୁଲଙ୍କୁ ଆସ୍ୱସ୍ତି। ମୋଦି ସାଙ୍ଗିଆ ସଂପର୍କିତ ମାନହାନି ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ରାହୁଲଙ୍କୁ ସାମୟିକ ଆସ୍ୱସ୍ତି ମିଳିଛି। ଝାଡ଼ଖଣ୍ଡ ହାଇକୋର୍ଟ ଏ ସମ୍ପର୍କରେ ଶୁଣାଣି କରିବା ସହ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ … Read More

୪ ରାଜ୍ୟରେ ନୂଆ ବିଜେପି ସଭାପତି, ପୁରନ୍ଦେଶ୍ୱରୀଙ୍କୁ ମିଳିଲା ଆନ୍ଧ୍ର ଦାୟିତ୍ୱ

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚାରୋଟି ରାଜ୍ୟରେ ଦଳର ନୂଆ ସଭାପତି ନିଯୁକ୍ତ କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ପଞ୍ଜାବ,ତେଲେଙ୍ଗାନା, ଝାଡ଼ଖଣ୍ଡ ଓ ଆନ୍ଧ୍ର ପ୍ରଦେଶରେ ଦଳ ନୂଆ ସଭାପତି ନିଯୁକ୍ତ କରିଛି। ପଞ୍ଜାବ ବିଜେପି ସଭାପତି ଭାବେ ସୁନୀଲ ଜାଖରଙ୍କୁ ନିଯୁକ୍ତି ମିଳିଛି। ସେହିପରି … Read More

ଆଫଗାନିସ୍ତାନରେ ବନ୍ଦ ହେବ ବିଉଟି ପାର୍ଲର

କାବୁଲ:ଆଫଗାନିସ୍ତାନରେ ଦିନକୁ ଦିନ ତାଲିବାନି ଶାସନର ନିର୍ଯାତନା ବଢୁଛି । ବିଶେଷକରି ତାଲିବାନି ଶାସନରେ ମହିଳାମାନଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି । ମହିଳାମାନଙ୍କ ପ୍ରତି ତାଲିବାନି ଶାସକ କଠୋର ମନୋବୃତ୍ତିକୁ ସାରା ବିଶ୍ୱରେ ନିନ୍ଦା କରାଯାଉଛି । ଏବେ ତାଲିବାନି … Read More

ଏକାଧିକ ଗାଡ଼ିକୁ ଧକ୍କା ଦେଇ ହୋଟେଲ ଉପରେ ମାଡ଼ି ଗଲା ଟ୍ରକ, ୧୫ ମୃତ

ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ କେମିତି ସିରିଜ ଦୁର୍ଘଟଣା ଘଟାଇଛି, ତା’ର ଭିଡିଓ ସାମ୍ନା ଆସିଛି। ଦ୍ରୁତଗାମୀ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ଗୋଟିଏ କାର ଓ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଗୋଟିଏ … Read More

ପୁଣି ଥରେ ଦିଲ୍ଲୀ ସରକାର- ଉପରାଜ୍ୟପାଳ ମୁହାଁମୁହିଁ

ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର ଓ ଉପରାଜ୍ୟପାଳ ଭି.କେ ସକସେନା । ଦିଲ୍ଲୀ ବିଦ୍ୟୁତ୍‌ ନିୟାମକ କମିଶନର(DERC) ଚେୟାରମ୍ୟାନ୍‌ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ୍‌ ଉମେଶ କୁମାରଙ୍କ ନିଯୁକ୍ତିକୁ ନେଇ ଦେଖାଦେଇଛି ବିବାଦ । ଏହି ବିବାଦ … Read More

ଏନସିପି ନୂଆ କାର୍ଯ୍ୟାଳୟ ଉଦଘାଟନ ବେଳେ ହଜିଗଲା ଚାବି

ମୁମ୍ବାଇ: ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ପାର୍ଟି ଏନସିପିରେ ଦେଖାଦେଇଥିବା କଳହ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ।  ଦାଦା ଓ ପୁତୁରା ଏବେ ଜାତୀୟ ରାଜନୀତିରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।  ଏସବୁ ବିବାଦ ମଧ୍ୟରେ ଆଜି ଏନସିପିର … Read More

ହୁତୁହୁତୁ ହୋଇ ଜଳିଲା ସିପରି ବଜାର, ୪ଜଣ ଜୀବନ୍ତ ଦଗ୍ଧ

ଝାନସୀ:  ଉତ୍ତରପ୍ରଦେଶର ଝାନସୀ ନିକଟସ୍ଥ ସିପରି ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଝିଅ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସିପରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଅର ଟ୍ରେଡରରେ ଏହି ଅଗ୍ନିକାଣ୍ଡ … Read More

କାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ, ଆଜି ପହଞ୍ଚିଲେ ଟିନା

ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀ ଗତକାଲି ଇଡି ସମ୍ମୁଖରେ ହାଜର ହୋଇଥିବା ବେଳେ ଆଜି ତାଙ୍କ ପତ୍ନୀ ଟିନା ଅମ୍ବାନୀ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ଟିନା ଆଜି ଇଡି କାର୍ଯ୍ୟାଳୟରେ … Read More

ପୁଣି ବଢ଼ିଲା ଗ୍ୟାସ୍‌ ଦର

ଏବେ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଘାଇଲା କରୁଥିବା ବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ବଢ଼ିଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ । ଆଜି ସକାଳୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୭ ଟଙ୍କା … Read More