ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୩ ଜଣଙ୍କୁ ବାନ୍ଧିଲା ସିବିଆଇ

ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ‌ବାହାନଗା ଟ୍ରେନ୍‌ ଦୁର୍ଘଟଣା ମାମଲାରେ ତିନି ଜଣ ରେଳ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ। ମିଳିଥିବା ସୂଚନା ମୁତାବକ ସିନିୟର ସେକ୍ସନ ଇଂଜିନିୟର ଅରୁଣ କୁମାର ମହନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ … Read More

ବିକାଶକୁ ନେଇ ଶ୍ବେତପତ୍ର ଜାରି କରନ୍ତୁ ଓଡ଼ିଶା ସରକାର: ମନମୋହନ ସାମଲ

ଭୁବନେଶ୍ବର: ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଏଥିଲାଗି ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ବି ହୋଇଛି। ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ନେଇ ଗୌହାଟୀରେ ବସିଥିବା ବୈଠକରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୌହାଟୀ … Read More

ଅଗଷ୍ଟ ୯ରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୯ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ହେବ। ଅଗଷ୍ଟ ୧୧ରେ ଭୋଟ୍‌ ଗଣତି କରି ଫଳାଫଳ ଘୋଷଣା ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚିତ ପ୍ରତିନିଧିଙ୍କ … Read More

ହୋହଲ୍ଲା କରିବାରୁ ତ୍ରିପୁରା ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ

ବିଧାନସଭା ଗୃହ କାର୍ଯ୍ୟରୁ ନିଲମ୍ୱିତ ହେଲେ ୫ ବିଧାୟକ। ଆଜି ତ୍ରିପୁରା ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ଏହି ୫ ସଦସ୍ୟ ହୋହଲ୍ଲା କରିଥିଲେ। ଗୃହକାର୍ଯ୍ୟ ଚାଲିବାରେ ବାଧା ସୃଷ୍ଟି କରିବାରୁ ତାଙ୍କ ବିରୋଧରେ ବିଧାନସଭା ଅଧ୍ୟକ୍ଷ ଏହି ପଦକ୍ଷେପ ନେଇଛନ୍ତି। … Read More

ଦକ୍ଷିଣ ଭାରତୀୟ କମ୍ପାନୀ ଦ୍ବାରା ଓଡିଶା ସରକାର ପରିଚାଳିତ: କେନ୍ଦ୍ରମନ୍ତ୍ରୀ ଟୁଡୁ

ଭୁବନେଶ୍ୱର: ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତକୁ ଅଗଣତାନ୍ତ୍ରିକ ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ଗୁରୁବାର ମାଲକାନଗିରିର ଖଇରିପୁଟ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ ଅବସରରେ ଟୁଡୁ … Read More

ଯୌନ ନିର୍ଯାତନା ଅଭିଯୋଗରେ କୁସ୍ତି ସଂସ୍ଥା ମୁଖ୍ୟ ବ୍ରିଜଭୂଷଣଙ୍କୁ କୋର୍ଟ ସମନ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟକୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି। ଯୌନ ନିର୍ଯାତନା, … Read More

୬ ସାଂଗଠନିକ ଜିଲ୍ଲାର ବିଜେଡି ସଭାପତିଙ୍କ ନାଁ ଘୋଷଣା କଲେ ନବୀନ

ଭୁବନେଶ୍ୱର: ସଂଗଠନକୁ ସୁଦୃଢ଼ କରୁଛି ବିଜୁ ଜନତା ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୬ ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ସହ ୩ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା କରିଛନ୍ତି । ଏନେଇ ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି … Read More

ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କାର୍ଯ୍ୟବନ୍ଦ ଆନ୍ଦେଳନ ପ୍ରତ୍ୟାହାର କଲେ ବନ କର୍ମଚାରୀ

ଭୁବନେଶ୍ୱର: ଗୁରୁବାର ରାଜ୍ୟ ସରକାରଙ୍କ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବନ କର୍ମଚାରୀ କାର୍ଯ୍ୟ ବନ୍ଦ ଆନ୍ଦୋଳନରୁ ଓହରି ଯାଇଛନ୍ତି। ଏହାପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ବନ ସେବା ସଂଘର … Read More

‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା’ ନାଁ’ରେ ମାମଲା କରିବାକୁ ଧମକ ଦେଲା ‘ଟୁଇଟର୍‌’

ନୂଆଦିଲ୍ଲୀ: ନୂଆ ‘ଥ୍ରେଡ୍‌ସ୍‌ ଆପ୍‌’ ଲାଗି ‘ମେଟା ପ୍ଲାଟ୍‌ଫର୍ମ’ ନାଁ’ରେ ମାମଲା କରିବ ବୋଲି ଏଲନ୍‌ ମସ୍କ୍‌ଙ୍କ ‘ଟୁଇଟର୍‌’ ଧମକ ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ରଏର୍ଟସ୍‌’ ରିପୋର୍ଟ କରିଛି। ମାମଲା ଦାଏର କରିବା ପୂର୍ବରୁ ‘ଫେସ୍‌ବୁକ୍‌ ପ୍ୟାରେଣ୍ଟ୍‌ସ୍‌’ ‘ସିଇଓ’ … Read More

ସିଦ୍ଧି ପରିସ୍ରାକାଣ୍ଡ ପୀଡ଼ିତଙ୍କୁ ଆର୍ଥିକ ସହାୟତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଜଣେ ଆଦିବାସୀ ଶ୍ରମିକ ଉପରେ ପ୍ରବେଶ ଶୁକ୍ଳା ନାମକ ‌ଜଣେ ଲୋକ ପରିସ୍ରା କରିବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ତୁରନ୍ତ ପଦକ୍ଷେପ … Read More