‘ପ୍ରଶାସନିକ ସୁବିଧା ଓ ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରାଯାଉ’
ଭୁବନେଶ୍ବର: ପ୍ରଶାସନିକ ସୁବିଧା ଓ ଜନସଂଖ୍ୟା ବୃଦ୍ଧି କାରଣରୁ ଭୁବନେଶ୍ବରକୁ ଏକ ସ୍ବତନ୍ତ୍ର ଜିଲ୍ଲା କରାଯାଉ। ଭୁବନେଶ୍ବର ଜିଲ୍ଲା ଗଠନ ସଂଘ ପକ୍ଷରୁ ଶୁକ୍ରବାର ଏହି ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶାର ଲୋକପ୍ରିୟ … Read More