ଗୁଳିମାଡ଼ରେ ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଝିଅର ଶାଶୂ ଘରକୁ ଯାଇଥିବା ବାପାଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତି ହେଲେ ବିଜୟ ବେହେରା (୬୨)। ଏହି ଗୁଳିମାଡ଼ର ଶିକାର ହୋଇଥିବା ଝିଅଙ୍କୁ … Read More

ଓଡ଼ିଶାରେ ମିଶନ ଶକ୍ତି ଅଭିଯାନ ବନ୍ଦ କରିବାକୁ ବିଜେପିର ଷଡଯନ୍ତ୍ର: ବିଜେଡିି

ଭୁବନେଶ୍ୱର, : ମିଶନ ଶକ୍ତି ଅଭିଯାନ ଯୋଗୁଁ ଓଡ଼ିଶାର ୭୦ ଲକ୍ଷ ମହିଳା କିପରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ନିଜର ଯୋଗଦାନ ଦେଇ ପାରୁଛନ୍ତି, ତାହା ଆଜି ସାରା ବିଶ୍ୱ ଦେଖୁଛି। ଓଡ଼ିଶାରେ … Read More

ପ୍ରତି ମାସରେ ବରିଷ୍ଠ ଅଧିକାରୀ ବିଭିନ୍ନ ଡିସକମ୍ ବୁଲି ‘ଟାଟା ପାୱାର’ କାର୍ଯ୍ୟର ସମୀକ୍ଷା କରିବେ: ଓଇଆରସି

ଭୁବନେଶ୍ବର: ରାଜ୍ୟରେ ବିଦ୍ୟୁତ୍‌ ବିଭ୍ରାଟ ନେଇ ଆସନ୍ତା ବର୍ଷ ଯେପରି ଏ ବର୍ଷ ଭଳି ଅବସ୍ଥା ନ ହୁଏ ସେନେଇ ଓଇଆରସି ତାଗିଦ୍‌ କରିଛି। ଟାଟା ପାୱାରର ବାର୍ଷିକ ପ୍ରଦର୍ଶନୀ ସମୀକ୍ଷା ପରେ ଓଇଆରସି ପକ୍ଷରୁ ସେବା ସୁଧାରିବାକୁ କହାଯାଇଛି । … Read More

ଗ୍ରାମାଞ୍ଚଳର ବିକାଶ ବିଜେପି ସହ୍ୟ କରି ପାରୁନାହିଁ: ବିଜେଡି

ଭୁବନେଶ୍ୱର: ଯେତେବେଳେ ରାଜ୍ୟ ସରକାର ଓଡ଼ିଶାର ଗ୍ରାମାଞ୍ଚଳରେ ଥିବା ପ୍ରତ୍ୟେକ ପଞ୍ଚାୟତର ରୂପାନ୍ତୀକରଣ, ଡିଜିଟାଲ ଭିତ୍ତିଭୂମିର ବିକାଶ ଏବଂ ସର୍ବୋପରି ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟର ସଂସ୍ଥାପନା ଲାଗି ଐତିହାସିକ ପଦକ୍ଷେପ ନେଉଛନ୍ତି ଓଡ଼ିଶା ବିଜେପି ଏଥିରେ ବି ରାଜନୀତି କରିବାକୁ ଅପଚେଷ୍ଟା … Read More

ବାହାନଗା ଟ୍ରାଜେଡି: ଗିରଫ ୩ କର୍ମଚାରୀଙ୍କ ସମେତ ୭ ସସ୍‌ପେଣ୍ଡ

ବାଲେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ୭ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଦକ୍ଷିଣ ପୂର୍ବ ରେଳବାଇର ମହାପ୍ରବନ୍ଧକ (ଜିଏମ୍‌) ଅନୀଲ କୁମାର ମିଶ୍ରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନିଲମ୍ବିତ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ସିବିଆଇ ଗିରଫ … Read More

5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: 5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର । ୨୦ କୋଟି ଟଙ୍କା ମଞ୍ଜୁର । କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ପୀଠର … Read More

ବନ୍ଦ ଘରୁ ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ : ବ୍ୟାଙ୍କ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ପୋଲସରା ରାଜବଙ୍ଗଳା ସାହି ନିକଟ ଏକ ବନ୍ଦ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତି ଜଣକ ପୋଲସରା ବ୍ୟାଙ୍କ ଅଫ ବରୋଦାର ଫିଲଡ଼ ଅଫିସର ସୁଧାଂଶୁ … Read More

ବିନ୍ଦି ଲଗାଇବାରୁ ଅପମାନିତ କଲେ ଶିକ୍ଷୟିତ୍ରୀ, ଫାଶୀ ଲଗାଇ ଆତ୍ମହତ୍ୟା କଲେ ଛାତ୍ରୀ

ଝାଡଖଣ୍ଡ: ଧାନବାଦରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଦଶମ ଶ୍ରେଣୀର ଛାତ୍ରୀ ମଥାରେ ବିନ୍ଦି ଲଗାଇବାରୁ ସମସ୍ତଙ୍କ ସାମ୍ନାରେ ଅପମାନିତ କଲେ ଶିକ୍ଷୟିତ୍ରୀ। ଏହି ଅପମାନ ସହି ନପାରି ଫାଶି ଲଗାଇ ଆତ୍ମହତ୍ୟା କଲେ ୧୬ ବର୍ଷୀୟା ଉଷା କୁମାରୀ। … Read More

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ଗୁରୁତର, ଛାତିରେ ଯନ୍ତ୍ରଣା ଅନୁଭବ ପରେ ମେଡିକାଲରେ ଭର୍ତ୍ତି

କାମାକ୍ଷାନଗର: ଦଣ୍ଡମୁକ୍ତ ଅଞ୍ଚଳରେ ମିଳିଲା ଦଣ୍ଡ। ସ୍କୁଲ ପରିସରରେ ନିରୀହ ଛାତ୍ରଙ୍କୁ ଦିଆଗଲା ନିର୍ଯାତନା। ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହେଲେ ଛାତ୍ର । ଏପରି ଏକ ସାଂଘାତିକ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡାହାଡ ଉଚ୍ଚ ପ୍ରାଥମିକ … Read More

ପଶ୍ଚିମବଙ୍ଗରେ ପୁଣି ନିର୍ବାଚନୀ ହିଂସା; ଜଣେ ମୃତ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପୁଣି ଉଗ୍ରରୂପ ନେଇଛି । ଦକ୍ଷିଣ ୨୪ ପ୍ରଗଣାର ଭଙ୍ଗୋରରେ ହିଂସା ଘଟଣା ସାମ୍ନାକୁ ଆସିଛି । ହିଂସାରେ ଜଣେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ(IFS)ର … Read More