କୁଆଖାଇ ନଦୀରେ ବୁଡ଼ି ୨ ସାଙ୍ଗ ମୃତ, ୨ ନିଖୋଜ
ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ବୁଡ଼ି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନିଖୋଜ ହୋଇଯାଇଛନ୍ତି। ବାଲିଅନ୍ତା ଥାନା ଧବଳହାର ନିକଟରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଜାମସେଦ୍ପୁରର ଆର୍ଯ୍ୟନ୍, କଟକର ଅବିନାଶ। ନିଖୋଜ ହେଲେ ବାଲେଶ୍ୱରର ରୋହିତ ଓ କଟକର ପ୍ରତିକ। … Read More